ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଧର ପଗଡ ରେ ଦୁଇ ଜଣ ଆସାମୀ କୋର୍ଟ ରେ କରାଗଲା ହାଜର 

ଅବକାରୀ ଧର ପଗଡ ରେ ଦୁଇ ଜଣ ଆସାମୀ କୋର୍ଟ ରେ କରାଗଲା ହାଜର 

ନବରଙ୍ଗପୁର:(ଅଦ୍ୟ ତା ୦୬.୦୫.୨୫) ରିଖ ରେ, (ରବି ନାରାୟଣ ମହାନ୍ତି)ଅବକାରୀ ଅଧିକ୍ଷକ ଶ୍ରୀ ପ୍ରତାପ କୁମାର ଦାସ ଙ୍କ ନିର୍ଦେଶ କ୍ରମେ, ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥ ଙ୍କ ନେତୃତ୍ୱ ରେ ବିଭାଗୀୟ କର୍ମଚାରୀ ମାନଙ୍କ ସହ, ତଥା ପାପଡାହାଣ୍ଡି ଅବକାରୀ ଥାନା କର୍ମଚାରୀ ମାନଙ୍କ ସହ ନବରଙ୍ଗପୁର ଅବକାରୀ ଥାନା କର୍ମଚାରୀ ମାନଙ୍କ ସହ ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ଚିତ୍ରକୋଟ ଗ୍ରାମ ରେ ଜଣେ ମହିଳା ଆସାମୀ କ୍ଷୀରମଣି ବିଷୋଇ ଙ୍କ ନିକଟରୁ ୧୦ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଓ ୫୦ ଲିଟର ପୋଚ ଜବତ କରା ଗଲା ଏବଂ ବାଗନାଗୁଡ଼ା ଗ୍ରାମ ର ଜଣେ ଆସମୀ ଭାସ୍କର ବିଷୋଇ ଙ୍କ ନିକଟରୁ ୧୮ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା l ଆସାମୀ ଦୁଇ ଜଣ ଙ୍କୁ ମାନ୍ୟବର ଏସ୍ ଡି ଜେ ଏମ୍ ଙ୍କ ଅଦାଲତ ରେ ହାଜର କରାଗଲା, ଏହି ଚଢ଼ାଉ ରେ ରେଶମା ସୁନା, ସୁଧାଂଶୁ ଶେଖର ବାଗ, ଆକ୍ରମ ଖାନ ଏବଂ ଉମେଶ ହରିଜନ ସହ ଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୁଆ ଆଡ୍ଡା ଉପରେ ଚଢ଼ଉ,ପାଞ୍ଚ ଗିରଫ, ନଗଦ ଟଙ୍କା ଜବତ

Sunil Chandra Nayak

ଲାଞ୍ଚ ନେବା ବେଳେ ଧରାପଡିଲେ ବରିଷ୍ଠ କିରାଣି, ଭିଜିଲାନ୍ସ ଅଧିକାରୀଙ୍କୁ ଦେଖି ଝରକା ପଟେ ଫିଙ୍ଗିଦେଲେ ଲାଞ୍ଚ ଟଙ୍କା

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିରରେ ଚୋରୀ

masiha

Leave a Comment

error: Content is protected !!