ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି

ତେନ୍ତୁଳିଖୁଣ୍ଟି ୧୭/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କୁସୁମୀ ପ୍ରାଥମିକ ବିଦ୍ୟାଳୟ ରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ନେଇ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷକ ଙ୍କ କହିବା ପ୍ରକାରେ ଦୁଇ କ୍ୱିଣ୍ଟାଲ ନ କେଜି ଚାଉଳ ଚୋରିହୋଇଛି। ଏ ନେଇ ସେ ବି ଇ ଓ ଙ୍କୁ ମଧ୍ୟ ଜଣାଇ ଛନ୍ତି ବୋଲି କହିଛନ୍ତି। ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଚାଉଳ ଯୋଗାଡ଼ କରି ବ୍ୟବସ୍ଥା କରିଛି। ବିଦ୍ୟାଳୟ ର ଗ୍ରୀଲ ଭାଙ୍ଗି ଚୋରି ହୋଇଥିବା ଶିକ୍ଷକ ଗଗନ ବିହାରୀ ଗରଡ଼ା କହିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅନାରକଲି ଢ଼ାବାରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଦୁଇ ଜଣକୁ କୋର୍ଟ ଚାଲାଣ

masiha

ବେଆଇନ IMFL କାରବାର ଉପରେ ସଦର ପୋଲିସର ଚଢ଼ାଉ, ଅଭ୍ୟାସଗତ ଅପରାଧୀ ଗିରଫ

Sunil Chandra Nayak

ଦେଶୀ ମଦ ଜବତ: ୨ ଗିରଫ୍ 

masiha

Leave a Comment

error: Content is protected !!