ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ଜାଲରେ ନୂଆପଡା ପରିବହନ ଅଧିକାରୀ 

ଭିଜିଲାନ୍ସ ଜାଲରେ ନୂଆପଡା ପରିବହନ ଅଧିକାରୀ 

ନୂଆପଡା, ନୂଆପଡା ଭିଜିଲାନ୍ସ ଜାଲରେ ନୂଆପଡା ପରିବହନ ଅଧିକାରୀ ବିଜୟ ବେହୁରିଆ, ନିଜ ଗାଡ଼ିରେ କ୍ୟାସ ଧରି ଭୁବନେଶ୍ୱର ଯାଉଥିବା ବେଲେ ଖବର ପାଇଁ ଖୋର୍ଦ୍ଧା ହସ୍ପିଟାଲ ସ୍କ୍ୱାର ପାଖରେ ଧରିଛି ଭିଜିଲାନ୍ସ, ଗାଡ଼ିରେ ଏକ ଲକ୍ଷ ବତିଶ ହଜାର ଟଙ୍କା ନେଇ ଯାଉଥିବା ବେଳେ ଓ ଏହି ଟଙ୍କାର ସନ୍ତୋଷ ଜନକ ଉତ୍ତର ନ ଦେବାରୁ ଧରିଲା ଭିଜିଲାନ୍ସ, ନଗଦ କେଶ ଧରି OD33AC-2030 ଗାଡ଼ିରେ ନୂଆପଡା ରୁ ଭୁବନେଶ୍ୱର ଯାଉଥିଲେ, ବର୍ତମାନ ସୁଦ୍ଧା ୫ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରସି ଲଗାଈଥିବା ଝୁଲନ୍ତା ଶବ ଉଦ୍ଧାର

Sunil Chandra Nayak

ଧାନ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ୍

ଚାଷ ଜମି ରୁ ଯୁବକ ଙ୍କ ଶବ ଉଦ୍ଧାର,ଆତ୍ମହତ୍ୟା ସୂଚନା, ମୃତ୍ୟୁ ର କାରଣ ଅସ୍ପଷ୍ଟ

masiha

Leave a Comment

error: Content is protected !!