ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ବ ବନ ଦିବସ ପାଲିତ

ଉତ୍କେଲା,୨୧/୦୩,ନିପ୍ର,କେସିଙ୍ଗା ବ୍ଲକ ଅନ୍ତର୍ଗତ ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଯୁବ ସମାଜସେବୀ ଶ୍ରୀ ମହିପାଳ ପୋଡ଼ ଙ୍କ ଅଧ୍ୟକ୍ଷତାରେ ବିଶ୍ବ ବନ ଦିବସ ଅନୁଷ୍ଠିତ ହୋଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ପଥର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଶ୍ରୀଯୁକ୍ତ ବିରଞ୍ଚିନାରାୟଣ ଖର୍ସେଲ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାଏକ ଏବଂ ଶିକ୍ଷକ ତଥା ପରିବେଶ ପ୍ରେମୀ ଶ୍ରୀଯୁକ୍ତ ବିଶ୍ବାମିତ୍ର ସ୍ବାଇଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଜଙ୍ଗଲ ଓ ପରିବେଶ ଉପରେ ଅଭି ଭାଷଣ ଦେଇଥିଲେ। ଗୋଟିଏ ଲୋକ ଗୋଟିଏ ଗଛ ରୋପଣ କରିବା ପାଇଁ ଆହ୍ବାନ କରିଥିଲେ। ଶିକ୍ଷକ ଅବନୀ ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଲୋକପ୍ରିୟ ଚିକିତ୍ସକ ଡାକ୍ତର ପଲଉ ପ୍ରଧାନ ଙ୍କ ପରଲୋକ

ମଥାନୀ ନିକଟରେ ବାଇକରୁ ଖସିପଡି ଚାଳକ ଆହତ :ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ମୟୂରଭଞ୍ଜ ଏସଏସଡି ବିଦ୍ୟାଳୟ ଅଧିନସ୍ଥ ରୋଷେୟା ଏବଂ ସେବାୟତ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ୫ଟି ସଚିବଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!