ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

ରାୟଗଡା:-୨୮-୧୨-୨୦୨୪-ରାୟଗଡ଼ ଜିଲ୍ଲା ରେ ଚାଲୁରହିଥିବା ଚଇତି ଉତ୍ସବ କୁ ମୁଖ୍ୟ ଅତିଥି ଭାବେ ଯୋଗଦେବା ଆସିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂହଙ୍କ ପରୋଲୋକ ହେବା ପରେ ରାୟଗଡ଼ ଚଇତି ତାହା ଆଜି ବାତିଲ ହୋଇଯାଇଛି। ଏହି ପରିପେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓ ଙ୍କୁ ଭେଟିଲେ ଗୁଣୁପୁର ର ବି ଜେ ପି କାର୍ଯ୍ୟକର୍ତ୍ତା। ଉପମୁଖ୍ୟମନ୍ତ୍ରୀ ଙ୍କୁ ଅଞ୍ଚଳ ରେ ଅଦିନିଆ ବୃଷ୍ଟିପାତ ରେ ଧାନ କ୍ଷୟକ୍ଷତି ଓ ଚାଷୀ ଙ୍କୁ କିଭଳି ଏହାର ସୁବିଧା ପାଇବେ ଜଣାଇବା ସହ ଗୁଣୁପୁର ଅଞ୍ଚଳ ର କିଭଳି ବିକାଶ ହେବ ତାହା ଗୁଣୁପୁର ର ବି ଜେ ପି କାର୍ଯ୍ୟକର୍ତ୍ତା ଉପମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଥିଲେ ଏହି ସମୟରେ ନଗର ସଭାପତି ବଦ୍ରିନାଥ ମହାନ୍ତି,ମନ୍ କି ବାତ୍ ସଂଯୋଜକ କୀର୍ତ୍ତି କୁମାର ପଣ୍ଡା, ଯୁବ ନେତା ଜଗଦୀଶ ପଣ୍ଡା,ଜୟଦେବ ପଣ୍ଡା,ଯୁବ ମୋର୍ଚ୍ଚା ମୁଖୀ ଦିବାକର,ଦିଲୀପ ନାଗବଂଶ,ଅମିତ୍ ଷଡ଼ଙ୍ଗୀ,k ରବି କୁମାର,ଶ୍ରଦ୍ଧା ରଞ୍ଜନ ପଣ୍ଡା,ଆକାଶ ନାଗବଂଶ,ନାନାଜି ବାଉରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମଦ ବିରୋଧରେ ମହିଳାଙ୍କ ମହାସଂଗ୍ରାମ ମିଚାଗାଁରୁ ଉଠିଲା ମଦ ବିରୋଧୀ ସ୍ବର, ଶୋଭାଯାତ୍ରା କରି ସଚେତନ ବାର୍ତା ଦେଲେ ମହିଳା

Sunil Chandra Nayak

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ଭିଡ଼ିଓ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ ଚୋରଙ୍କ ହତ୍ୟା ଧମକ୍ ନେଇ ବସ୍ତା ପ୍ରେସ କ୍ଳବ ପକ୍ଷରୁ ଥାନାରେ ଅଭିଯୋଗ 

masiha

Leave a Comment

error: Content is protected !!