ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ସଚେତନା କାର୍ଯ୍ୟକ୍ରମ

ଢ଼େଙ୍କାନାଳ -: ଅଦ୍ୟ ତା-୨୧/୦୩/୨୦୨୩ ରିଖ ଦିବା ୧୦ ଘଟିକା ସମୟରେ ପ୍ରିୟ Physiotherapy Centre ଲାଉଲଇ ଠାରେ World Down Syndrome Day ପାଳିତ ହୋଇଯାଇଅଛି। ଉକ୍ତ ସଚେତନତା ଶିବିରରେ Down Syndrome ଶିଶୁ, ମାନସିକ ଅନଗ୍ରସର ଶିଶୁ, ଭିନ୍ନକ୍ଷମ ଶିଶୁ ଓ ସେମାନଙ୍କର ମା ମାନଙ୍କୁ ନେଇ ଏକ ସଚେତନତା ସଭା କରାଯାଇଥିଲା। ଉକ୍ତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ Physiotherapist ନିବେଦିତା ନାୟକ, ପ୍ରିୟର ନିର୍ଦ୍ଦେଶକ ଟଙ୍କଧର ବାରିକ,ଇଲନପ୍ରଭା ସେନାପତି, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ସ୍ୱାଗତିକା ରାଉତ, ଅନ୍ନପୂର୍ଣ୍ଣା ଧଳ, ପଙ୍କଜିନୀ ବେହେରା, ବୈକୁଣ୍ଠ ନାଥ ପାତ୍ର , ଏହାର ଲକ୍ଷଣ, ଶିଶୁ ମାନଙ୍କର ଯତ୍ନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ସମସ୍ତ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉକ୍ତ ଦିବସରେ ଭିନ୍ନକ୍ଷମ ଶିଶୁ ମନୋଜ କୁମାର ସାହୁଙ୍କ ଜନ୍ମଦିବସ ପାଳନ କରାଯାଇ କେକ୍ କଟାଯାଇଥିଲା।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

ରକ୍ତଦାନ କରି ମହାନତାର ପରିଚୟ ଦେଲେ କାର୍ଯ୍ୟରତ ପୋଲିସ କର୍ମଚାରୀ 

Sunil Chandra Nayak

କରୋନାଭାଇରସ୍‌ ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ମାନ୍ୟବର ସୁପ୍ରିମ୍‌ କୋର୍ଟ

Leave a Comment

error: Content is protected !!