ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ମେଗା ରକ୍ତଦାନ ଶିବିର, ରେକର୍ଡସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ

ଲାଞ୍ଜିଗଡ଼,୨୨/୦୩(ମନିସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ! ଏଥିରେ ପାୱାର ପ୍ଲାଣ୍ଟ ମୁଖ୍ୟ ରାଜନ ବାବୁ, ହର୍ଷବର୍ଦ୍ଧନ ପାଣ୍ଡେ, ବେଦାନ୍ତ ଲିମିଟେଡ୍ ମୁଖ୍ୟ ଚିକିତ୍ସାଧିକାରୀ ଡ. ଅକ୍ଷୟ କୁମାର ସାହୁ, ସ୍ତ୍ରୀ ଓ ପ୍ରସୂତିରୋଗ ବିଶେଷଜ୍ଞ ଡ. ଚାରୁବାଳା ସାହୁ, ଆଇଟି ମୁଖ୍ୟ ସ୍ପ୍ରୁହା ପାଣ୍ଡେ, ବ୍ୟବସାୟ ମୁଖ୍ୟ ଫତିମା ବେନଜୀର୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ ! ଏଇ ଅବସରରେ ରେକର୍ଡ ସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ ହୋଇଥିଲା ! ଶିବିର ପରିଚାଳନାରେ ପ୍ଲାଣ୍ଟ ହସ୍ପିଟାଲର ନିହାର ରଞ୍ଜନ ପଣ୍ଡା, ଧର୍ମେନ୍ଦ୍ର ସାହୁ, କେଦାରନାଥ ଜେନା, ସୁମନ କୁମାର ସାହୁ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ ! ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତଭଣ୍ଡାର ତରଫରୁ ଡମ୍ବରୁଧର ସାହୁ, ଅଜିତ କୁମାର ନାଏକ, କ୍ରୁଷ୍ଣଚନ୍ଦ୍ର ସାହୁ, ଗିରୀଶ କୁମାର ନାଏକ ପ୍ରମୁଖ ସ୍ବେଚ୍ଛାକ୍ରୁତ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଏମ୍ ଗୁମଣ୍ଡଳୀ ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତ

Sunil Chandra Nayak

କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୁର୍ବେଦ ଚିକିତ୍ସା ଶିଵିର

Sunil Chandra Nayak

ଓଡ଼ିଶା ବନ ଉନ୍ନୟନ ନିଗମ ସୌଜନ୍ୟ ରେ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ଅଞ୍ଚଳ ରେ ସ୍ବାସ୍ଥ୍ୟ ମେଳା

Sunil Chandra Nayak

Leave a Comment

error: Content is protected !!