ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ବ୍ଲକ ର ଜୋନ ୧ ରେ ବିଜେଡି ର ବାଜିମାତ୍

ଜୁନାଗଡ଼ ୨୭/୨( ନି.ପ୍ର) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଶେଷ ହୋଇଛି l ଏଥିରେ ଜୋନ ୧ ରେ ବିଜେଡି ବିଜୟ ଲାଭ କରିଛି l ଜୋନ ୧ ର ଜିଲ୍ଲାପରିଷଦ ନିର୍ବାଚନ ମଇଦାନ ରେ ୫ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ | ଏଥିରେ ବିଜେଡ଼ି ରୁ ସୁଧୀରା ମେହେର ବିଜେପି ର ଶର୍ମିଷ୍ଠା ମେହେର କଂଗ୍ରେସ ର ହରିଶ୍ଚନ୍ଦ୍ର ଗୁରୁ ବିଏସପି ରୁ ଉଦ୍ଧବ ସିଂ ଶବର ଏବଂ ସ୍ଵାଧୀନ ପ୍ରାର୍ଥୀ ଭାବେ ତ୍ରିଭୁବନ ପଣ୍ଡା ପ୍ରାର୍ଥୀ ରହିଥିଲେ | ସେମାନ ଙ୍କ ମଧ୍ୟରେ ବିଜେଡ଼ି ୧୬୨୯୮ , ବିଜେପି ୫୪୪୩, କଂଗ୍ରେସ ୨୭୬୮, ବିଏସପି ୭୧୬ , ସ୍ଵାଧୀନ ରେ ୯୩୨ ଭୋଟ ପାଇଥିଲେ | ସେଥି ମଧ୍ୟରେ ବିଜେଡ଼ି ତା”ର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ଠାରୁ ୧୦୮୫୫ ଭୋଟ ରେ ଵିଜୟ ଲାଭ କରିଛନ୍ତି l | ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ରେ ବିଜେଡ଼ି ବିପୁଳ ମାତ୍ରା ରେ ଵିଜୟ ଲାଭ କରି ଥିବାରୁ ରୁ ଦଳ ଏବଂ ଦଳୀୟ କର୍ମୀ ଙ୍କ ମଧ୍ୟ ରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳଥିଲା | ଜୁନାଗଡ ରୁ ନରେନ୍ଦ୍ର ଖିିତି ଙ୍କ ରିପୋର୍ଟ।

Related posts

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

ଢେଙ୍କାନାଳରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ, ୩୮ଟି ପୂଜା ମଣ୍ଡପରେ ଗଣେଶଙ୍କୁ କରାଯିବ ଆବାହନ

Sunil Chandra Nayak

ରିଷିଡା ଜେ.କେ.ଏଚ.ଏସ୍.ଏସ୍‌ରେ ମୋ ସ୍କୁଲ ଅଭିଯାନ ବୈଠକ

Sunil Chandra Nayak

Leave a Comment

error: Content is protected !!