ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବୀନ୍ଦ୍ର ମଣ୍ଡପ ବଖାଣିଲା ଢେ଼ଙ୍କାନାଳ ମାଟିର ଅଭା ବିଭା ପ୍ରତିଭା

ଢେ଼ଙ୍କାନାଳ(ମ ସୀ ହା)୨୩/୦୩_ଢେଙ୍କାନାଳ ପ୍ରମୁଖ ନାଟ୍ୟ ଅନୁଷ୍ଠାନ କଳାପରିଷଦ ପକ୍ଷରୁ ରବିନ୍ଦ୍ରମଣ୍ଡପ ଭୁବନେଶ୍ଵର ଠାରେ ଗତ କାଲି ଐତିହାସକ ନାଟକ ସମର ତରଙ୍ଗ ଅନୁଷ୍ଠିତ ହୋଇଯାଇଛି l ଏହି ନାଟକ ଢେ଼ଙ୍କାନାଳ ମାଟିର ଗୌରବ ମୟ ଇତିହାସକୁ ଲୋକ ଲୋଚନକୁ ଆଣିବା ସହ ଓଡ଼ିଶାରେ ମରହଟ୍ଟା ରାଜୁତିର ବିବିଧ ଚିତ୍ର ବଖାଣି ବାରେ ସଫଳ ଗୋଇଛି l

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା , ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସାହୁ ଙ୍କ ସମେତ ଏସ୍‌ପି , ସଂସ୍କୃତି ସଚିବ,ସମର ତରଙ୍ଗ ନାଟ୍ୟକାର ଅବନୀ ମିଶ୍ର, ନାଟ୍ୟ ନିର୍ଦ୍ଦେଶକ ଶତୃଘନ ମାଟି, ଯୁବରାଜ ଆମରଜ୍ୟୋତି ସିଂହ ଦେଓ, କଳା ପରିଷଦ ସଭାପତି ବରିଷ୍ଠ ନାଟ୍ୟକାର ଦିଲ୍ଲେଶ୍ଵର ମହାରଣା ଓ କଳାକାର ମାନଙ୍କ ଗହଣରେ ଉକ୍ତ ନାଟକ ଟି ପରିବେଷିତ ହୋଇ ଲୋକପ୍ରିୟତା ହାସଲ କରିଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ପାଣିରେ ବୁଡି ଶିଶୁ ପୁତ୍ର ମୃତ 

masiha

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ନେଚରକ୍ୟାମ

Sunil Chandra Nayak

ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ଆଖି ପଲକରେ ଏବେ ଭୋଗିବେ ଟେମେରା ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!