ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପାରାୟଣ ମହିଳାଙ୍କ ପରଲୋକ

ଉତ୍କେଲା,୨୩/୦୩,,କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ ର ଶୁଭକରଣ ଜୈନ ଙ୍କ ପତ୍ନୀ ଶ୍ରୀମତୀ ଚତ୍ରିଦେବୀ ଜୈନ ଙ୍କ ଭବାନୀପାଟଣା ହସ୍ପିଟାଲରେ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ନିଆଯାଇଥିଲା ଗୁରୁବାର ସକାଳ ଦଶଟା ସମୟରେ ପରଲୋକ ଘଟିଛି। ଆସନ୍ତା କାଲି ଶୁକ୍ରବାର ଗାଁ ରେ ଦାହ ସତ୍କାର କରାଯିବ। ତାଙ୍କର ବଡ ପୁଅ ମନୋଜ ଜୈନ, ସାନ ପୁଅ ରୁପଚାନ୍ଧ ଜୈନ ଓ ସପରିବାର ମୃତ ସମୟରେ ଉପସ୍ଥିତ ରହିଥିଲେ। ତାଙ୍କରି ବିୟୋଗ ରେ ବସନ୍ତ ପୁରୋହିତ,ଟଙ୍କଧର ନାଏକ,ଅର୍ଜୁନ ପୋଢ ସମେତ ଉତ୍କେଲା ବିକାଶ ମଞ୍ଚ କର୍ମକର୍ତା ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

masiha

ସୁସ୍ଥ ମହିଳା ସୁସ୍ଥ ଭାରତ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ସାଇକେଲ ଯାତ୍ରା

Sunil Chandra Nayak

ପାପଡାହାଣ୍ଡି ବ୍ଳକ ର ଜଟାବାଲ ଗ୍ରାମ ପଞ୍ଚାୟତରେ ବୁଟ ଚଣା ବିହନ ବଣ୍ଟନ 

masiha

Leave a Comment

error: Content is protected !!