ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ କଳାକାର ସଙ୍ଘ ସଭାପତି ଙ୍କ ଚନ୍ଦାହାଣ୍ଡି ଗସ୍ତ

ଚନ୍ଦାହାଣ୍ଡି -(ମ ନି ସ )ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନର ଉଦ୍ଧାର ପରିଷଦ ଓଡ଼ିଶା , ରାଜ୍ୟ ସଭାପତି ତ୍ରିମାନ ମାଝୀ ଙ୍କ ନବରଙ୍ଗ ପୁର ଜିଲ୍ଲା ଗସ୍ତ ସମୟରେ ଚନ୍ଦାହାଣ୍ଡି ବ୍ଲକ କଳା ଓ ସଂସ୍କୃତି ସଂଘ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ୍ ରେ ଶ୍ରୀ ମାଝୀ ଚନ୍ଦାହାଣ୍ଡି ଶାଖାରେ ବହୁତ୍ ପ୍ରାଚୀନ କଳା ଖୁନ୍ଦି ହୋଇ ରହିଛି, ଏହାକୁ ଉଦ୍ ଜୀବିତ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହି ଏହି ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ତାଙ୍କ ଶହ ନୂଆପଡ଼ା ଜିଲ୍ଲା ସଭାପତି ବଳରାମ ସୋନି, ଏବଂ ବରିଷ୍ଠ କଳାକାର ବ୍ରିଜ ଲାଲ୍ ଦାସ ସମସ୍ତଙ୍କୁ ସ୍ଥାନୀୟ ହନୁମାନ ମନ୍ଦିର ଛକରେ ସ୍ଵାଗତ ଓ ଉପଢ଼ୌକନ ସହ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସାକ୍ଷାତ୍କାର ରେ ବରିଷ୍ଠ କଳାକାର ପୁରୁଷୋତ୍ତମ ପାରି, ବି କେଏସଏସ ଉପ ସଭାପତି ଭୀମସେନ ଡଙ୍ଗର, ଗଗନେଶ୍ୱର୍ ଚୌହାନ, ପତିରାମ ଜୁଏ ଡ଼,ଜୀତେନ୍ଦ୍ର କୁମାର ଦାଶ, ମଠା ସିଂ ଚୌହାନ, ଶ୍ୟାମ ଲାଲ ନାଗେଶ, ଡମ୍ବରୁ ଧର ନିଆଲ, ଭୀମ ସେନ ଦାଣ୍ଡିଆ ଏବଂ ସନ୍ତୋଷ କୁମାର ଖମାରୀ ଉପସ୍ଥିତ ଥିଲେ।

ସମାଜ ସେବୀ ଦିଲ୍ଲୀପ ଦାସ ଆମ ସଂସ୍କୃତି ଉଦ୍ଧାର ଏକ ଅତ୍ୟନ୍ତ ଆବଶ୍ୟକ ଆମ ଇତିହାସ କୁ ଜାଣିବାକୁ ହେଲେ ବୋଲି ପ୍ରଶଂସା କରିଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ 

masiha

୩୯ତମ ବର୍ଷାନ୍ତ ‘ର ସମ୍ମାନ ଘୋଷଣା ଗୀତାରାଣୀ, କାଞ୍ଚନ,ଜ୍ୟୋତି ଓ ପ୍ରଶାନ୍ତ ସମ୍ମାନିତ ହେବେ

masiha

ନବରଙ୍ଗପୁର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ୨୦୨୬ ପାଳିତ 

Sunil Chandra Nayak

Leave a Comment

error: Content is protected !!