ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଆର୍‌ପିଏଫ୍ ତରଫରୁ ଜନ ସଂପର୍କ ଶିବିର

ମ.ରାମପୁର,୨୭/୩ମସୀହା): କଳାହାଣ୍ଡି ମ.ରାମପୁର ବ୍ଲକ୍ ଉର୍ଲାଦାନୀ  ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ରେ ଆଜି ଜନ ସଂପର୍କ ଶିବିର ଅନୁଷ୍ଠିତ ହେଇଯାଇଛି ।ଏଥିରେ କମାଣ୍ଡେଣ୍ଟ ପଙ୍କଜ ଚୌଧୁରୀ ମୁଖ୍ୟ ଅତିଥିଭାବରେ ଯୋଗଦେଇଥିବା ବେଳେ ସହ କମାଣ୍ଡେଣ୍ଟ ଜି .ନବୀ ଓ ଉର୍ଲାଦାନୀ ସରପଂଚ ସୁପ୍ରିୟା ମାଝୀ ସମ୍ମାନୀତ ଅତିଥିଭାବରେ ଯୋଗଦେଇଥିଲେ । ଏହି ଅବସରର ଦୁଇଟି ଶିକ୍ଷାନୁଷ୍ଠାନକୁ କ୍ରୀଡ଼ା ସାମଗ୍ରୀ ଓ ଅନ୍ୟମାନଙ୍କୁ ଅତ୍ୟାବଶକୀୟ ସାମଗ୍ରୀ ବଂଟନ କରାଯାଇଥିଲା । ଏଥିରେ ଉର୍ଲଦାନୀ ପଂଚାୟତର ବିଭିନ୍ନ ଗ୍ରାମରୁ ସାଧାରଣ ଲୋକେ ଉପସ୍ଥିତ ରହିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସର୍ବଦଳୀୟ ସ୍ମୃତିଚାରଣ ସଭାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବରିଷ୍ଠ ନେତା 

masiha

ଜିଲ୍ଲା ସ୍ତରୀୟ ପରିଦର୍ଶନ କମିଟିର ଧର୍ମଗଡ ସ୍ୱଧାର ଗୃହ ପରିଦର୍ଶନ

Sunil Chandra Nayak

ଦିବ୍ୟ ହୃଦୟ ବିଦ୍ୟାଳୟ ର ଛାତ୍ରୀ ଙ୍କୁ ମିଳୁନି ଆହାର

masiha

Leave a Comment

error: Content is protected !!