ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୌଣ୍ଡିକ ସମାଜ ଠାକୁରାଣି ଙ୍କ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

ଉତ୍କେଲା, ୨୭/O୩,ନିପ୍ର : କେସିଙ୍ଗା ବ୍ଳକ ଉତକେଲା ଠାରେ ଦକ୍ଷୀଣି ଶୌଣ୍ଡିକ ମହ।ସଂଘ ର ପଞ୍ଚମ ମହାସଭା ଲାଗି ଲଡୁ ଗାଁ ରୁ ବାହାରି ଥିବା ମାଁ ଠାକୁରାଣି ଙ୍କ ରଥ କୁ ପାଷ୍ଟିକୁଡି ଠାରୁ ଚାଞ୍ଚେର ଓ ଉତକେଲା ଶୌଣ୍ଢିକ ସମାଜ ବାଇକ ରାଲି କରି ଗାଁ ପରିକ୍ରମା କରାଇ ଥିଲେ । ଉତକେଲା ର ଓଡିଶା ଶୌଣ୍ଢିକ ସମାଜ ର ଉପଦେଷ୍ଟା ବିଦ୍ୟାଧର ପାଇକରାଏ, କେସିଙ୍ଗା ବ୍ଲକ ସଦ୍ଭାପତି ଅନିରୁଦ୍ଦ ସାହୁ, ବ୍ଲକ ସଂପାଦକ ରୋହିତ ସାହୁ , ଉତକେଲା ଗ୍ରାମ୍ୟ ସଭାପତି ଚର୍ତୁଭୁଜ ସାହୁ, ଗ୍ରାମ୍ୟ ସଂପାଦକ ଗଗନ ବିହାରୀ ସାହୁ, ମର୍ଦରାଜ ସାହୁ ଓ ସାମାଜିକ ଲୋକ ଉପସ୍ଥିତ ରହି ରଥ କୁ ସ୍ଵାଗତ କରାଯାଇ ଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାତା ଙ୍କୁ ସମ୍ବର୍ଦ୍ଧିତ

Sunil Chandra Nayak

ରାଉରକେଲା କଲେଜରେ ଗାନ୍ଧୀ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

masiha

ଜୁନାଗଡ଼ ହାଇସ୍କୁଲ ର ପୁର୍ବତନ ଶିକ୍ଷକ ପିତାମ୍ବର ବିଶି ଙ୍କ ବିୟୋଗ ରେ ପୁରାତନ ଛାତ୍ର ଙ୍କ ସ୍ମୃତି ଚାରଣ ଓ ଶୋକ ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!