ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୈାରପାଳିକା ପକ୍ଷରୁ ଉଠା ଦୋକାନୀଙ୍କୁ ପୈାରପାଳିକା ସ୍ବଚ୍ଛ ସାଥିମାନେ ପ୍ଲାଷ୍ଟିକ ଓ ସୋଲ ଦ୍ରବ୍ୟ ବ୍ୟବହାର ପ୍ରତିବନ୍ଧତା ଉପରେ ସଚେତନତା କାର୍ଯ୍ୟକ୍ରମ 

ଆଜି ଢେଙ୍କାନାଳ ବସଷ୍ଟାଣ୍ଡରେ ଥିବା ଠେଲା ବେପାରୀ ଦହିବରା, ପଇଡ଼,ଆଖୁରସ ଓ ଅନ୍ୟାନ୍ୟ ଉଠା ଦୋକାନୀ ତଥା ଜଳଖିଆ ଦୋକାନଙ୍କୁ ପଲିଥିନ ଯରି ଯାଞ୍ଚ କରିବା ସହ ପୌରପାଳିକା ସ୍ୱଚ୍ଛ ସାଥିମାନଙ୍କ ଦ୍ବାରା ପ୍ଲାଷ୍ଟିକ, ସୋଲ, ପଲଥିନ୍ ଦ୍ରବ୍ୟ ବ୍ୟବହାର ପ୍ରତିବନ୍ଧତା ଉପରେ ସଚେତନ ଓ ପରିବେଶ କୁ ସୁରକ୍ଷିତ କରିବା ସହ ଆମ ସହରକୁ ସ୍ବଚ୍ଛ ସହର ଭାବେ ଗଢି ତୋଳିବା ପାଇଁ ସଚେତନ ବାର୍ତ୍ତା ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମଟି ପୌରନିର୍ବାହି ଅଧିକାରୀ ଶ୍ରୀଯୁକ୍ତ ତରୁଣ କୁମାର ମହାପାତ୍ର ତତ୍ବାବଧାନରେ ହୋଇଥିବାବେଳେ ପୌରପାଳିକା କର୍ମଚାରୀ ଓ ସ୍ବଚ୍ଛ ସାଥିମାନେ ଯୋଗ ଦେଇଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

କାର୍ଯ୍ୟସୂଚୀ ଅନୁଯାୟୀ ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!