ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପାରା ପୋଖରୀ ଖନନରେ ଦୁର୍ନୀତି , ମେସିନ୍ ଲଗାଇ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଉଠାଣ ,ଭିଜିଲାନ୍ସ ତଦନ୍ତ ଦାବୀ

ଶ୍ରମିକ ଦର୍ଶାଇ ବେନିୟମ ଭାବେ ଉଠାଣ ହୋଇଛି ଅର୍ଥ 

ରାଇଘର ୨୯/୪ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ମନରେଗା ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ବେଳେ ଉକ୍ତ ଯୋଜନା ମାଧ୍ୟମରେ ସରକାରୀ ଅର୍ଥକୁ ଖୁଲମ୍ ଖୁଲା ହରିଲୁଟ କରାଯାଉଅଛି ତେବେ ଏ ସମ୍ପର୍କରେ ଲଗାତାର ଅଭିଯୋଗ ହେଉଥିବା ବେଳେ ତଦନ୍ତ ବଦଳରେ ଫାଇଲ ଅଟକି ରହୁଛି l

ପ୍ରକାଶ ଯେ – ଛେଳିଡଙ୍ଗରି ପଞ୍ଚାୟତ ନୂଆପାରା ଗ୍ରାମ ଠାରେ ଏକ ନୂତନ ପୋଖରୀ ନିର୍ମାଣ ନିମନ୍ତେ ପ୍ରସ୍ତାବ ଯାଇଥିଲା l ସ୍ଥାନ ଚିହ୍ନଟ ପରେ ଏଠାରେ ଅମୃତ ସରୋବର ପୋଖରୀ ନିର୍ମାଣ ନିମନ୍ତେ ଫାଇଲ ଖୋଲା ଯାଇଥିଲା l ଅମୃତ ସରୋବର ପୋଖରୀ ନିମନ୍ତେ ୨.୨୫ ଏକର ମଧ୍ୟରେ ୬୮.୦/୬୮.୦ ମିଟର ଲମ୍ବା ଅନୁଯାୟୀ ନିର୍ମାଣ ଧାର୍ଯ୍ୟ, ଉକ୍ତ କାର୍ଯ୍ୟ ନିମନ୍ତେ ମୋଟ ୩୧ ଲକ୍ଷ ଟଙ୍କା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମନରେଗା ଯୋଜନାରେ ୮ ଲକ୍ଷ ଓ ସିଏଫସି ଯୋଜନାରେ ୨ଲକ୍ଷ ମୋଟ ୧୦ ଲକ୍ଷର ଫାଇଲ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା l ତେବେ ପୋଖରୀ ଖନନ ନିମନ୍ତେ ମନରେଗା ଯୋଜନାରେ ଶ୍ରମିକ ଲଗାଇ କାର୍ଯ୍ୟ କରିବା ନିୟମ ରହିଥିବା ବେଳେ ଉକ୍ତ ପୋଖରୀ ରେ କିନ୍ତୁ ଖୁଲମ୍ ଖୁଲା ଜେସିବି ମେସିନ୍ ଲଗାଇ କାର୍ଯ୍ୟ ସମ୍ପାଦନ ହୋଇଛି l ମେସିନ୍ କାର୍ଯ୍ୟ କରି ଶ୍ରମିକ ଦର୍ଶାଇ ପ୍ରଥମ ରାଉଣ୍ଡ ରେ ୭ଲକ୍ଷ ୩୩ହଜାର ୨୬୬ଟଙ୍କା ଉଠାଣ ହୋଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୨ଲକ୍ଷ ୭୫ହଜାର ୯୪୬ ଟଙ୍କା ମୋଟ ୧୦ ଲକ୍ଷ ୯ ହଜାର ୨୧୨ ଟଙ୍କା ଉଠାଣ ହୋଇଛି l ୧୦ ଲକ୍ଷର ଫାଇଲ ଖୋଲି ସୂଚନା ଫଳକରେ ୧୦ଲକ୍ଷ କାର୍ଯ୍ୟ ଦର୍ଶାଇ ମୋଟ ୧୦ ଲକ୍ଷ ରୁ ଅଧିକ ୯ହଜାର ୨୧୨ ଉଠାଣ କରାଯାଇଅଛି l ତେବେ ମିଛ ଶ୍ରମିକ ଦର୍ଶାଇ ଏଭଳି ଖୁଲମ୍ ଖୁଲା ଦୁର୍ନୀତି ହୋଇଥିବା ବେଳେ ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀ ହୋଇଛି l ବିଭାଗୀୟ ଅଧିକାରୀ ମଧ୍ୟ ମିଛ ଶ୍ରମିକ ନାମରେ ଅର୍ଥ ବାଟ ମଣା କରିବା ପଛର ରହସ୍ୟ ଜଣାପଡି ନାହିଁ l ପ୍ରଶାସନିକ ଅଧିକାରୀ ଗସ୍ତ ସମୟରେ କିଛି ଶ୍ରମିକ ମାନଙ୍କୁ କାର୍ଯ୍ୟ ସମୟର ଚିତ୍ର ଦେଖାଇ ଦେଉଥିବା ବେଳେ ପରବର୍ତ୍ତୀ ସମୟରେ ମେସିନ ବ୍ୟବହାର କରି କାର୍ଯ୍ୟ ହୋଇଛି l ତଦନ୍ତ ଅଧିକାରୀ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀ ଉକ୍ତ ପୋଖରୀ ଖନନ ସମୟର ଚିତ୍ର ଦୃଷ୍ଟି ଆଢ଼ୁଆଳରେ ରହି ଏତେ ଏତେ ଅର୍ଥ ମିଛ ଶ୍ରମିକ ଖାତାକୁ ଅର୍ଥ ଯିବା ଯୋଜନାର ପ୍ରତିଫଳନ କେତେ ସମୀକ୍ଷା କରିବା ଆବଶ୍ୟକତା ରହିଛି l ଓଡ଼ିଶା ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ବାଟମଣା କରି ହରିଲୁଟ ହେଉଛି l ମନରେଗା ଯୋଜନାରେ ରାଇଘର ବ୍ଲକରେ ମହା ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହେଉଥିବା ବେଳେ ଭିଜିଲାନ୍ସ ତଦନ୍ତ ଆବଶ୍ୟକତା ରହିଛି l ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଠାରେ ମହା ଦୁର୍ନୀତି ଅଭିଯୋଗ ହୋଇଛି l 

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ରାଇଘର ବ୍ଲକରେ ଲୋକଙ୍କୁ କାର୍ଯ୍ୟ ମିଳୁନଥିବା ବେଳେ ଦୁର୍ଗମ ଅଞ୍ଚଳବାସୀ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି l ଅପହଞ୍ଚ ଇଲାକାରେ ଲଗାତାର ଭାବେ ଯେଉଁ ଭଳି ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି l ତଦାରଖ ଅଭାବ ନା ଟାର୍ଗେଟ ନାମରେ ଏଭଳି କାର୍ଯ୍ୟ ହେଉଛି ଏହାକୁ ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି l ରାଇଘର ବ୍ଲକ ରେ ମନରେଗା ଯୋଜନାରେ ଯେଉଁ ଦୁର୍ନୀତି ହେଉଛି ସ୍ଵତନ୍ତ୍ର ତଦନ୍ତ ହେବା ଆବଶ୍ୟକତା ହୋଇଛି l ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଶାସନିକ ଅଧିକାରୀ ସମସ୍ତେ ୫ଟି ବିଦ୍ୟାଳୟ ଗୃହ ନିର୍ମାଣ ଦାୟିତ୍ୱରେ ବ୍ୟସ୍ତ ରହିଥିବା ବେଳେ ଏହାର ଫାଇଦା ନେଇ ଦାୟିତ୍ୱରେ ଥିବା ଅଧିକାରୀ ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ ଖୁଲମ୍ ଖୁଲମ୍ ମେସିନ ବ୍ୟବହାର କରି ଅର୍ଥ ହରି ଲୁଟ ହୋଇଥିବା ଜଣାପଡିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲଡୁଗାଁରେ ବ୍ଲକ ସ୍ତରୀୟ ପର୍ଶୁରାମ ଜନ୍ମୋତ୍ସଵ, ଜୟ ପର୍ଶୁରାମରେ ପ୍ରକମ୍ପିତ ହେଲା ସହର

Sunil Chandra Nayak

କଳାହାଣ୍ଡି: କେସିଙ୍ଗା କୋଣାର୍କ ସୂତାକଳ ପୁନରୁଦ୍ଧାର ଦାବୀ ଜୋର ଧରିଲା

masiha

ଭବାନୀପାଟଣା ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort