ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଟ ଅଫ ଲିଭିଙ୍ଗ୍ ର ହାପିନେସ କୋର୍ସ ଉଦଯାପିତ

ରାଉରକେଲା/ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଦ୍ବାରା ସ୍ଥାପିତ ଆର୍ଟ ଅଫ ଲିଭିଙ୍ଗ୍ ଦ୍ବାରା ଚାଲିଥିବା ସପ୍ତାହବ୍ୟାପୀ ହାପିନେସ କୋର୍ସ ସେକ୍ଟର ୧ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୫ଜଣ ପଶିକ୍ଷାର୍ଥୀ ଅଂଶଗ୍ରହଣ କରି ଯୋଗ,ଧ୍ୟାନ, ପ୍ରାଣାୟମ ଶିକ୍ଷା ଲାଭ କରିଥିଲେ । ଆର୍ଟ ଅଫ ଲିଭିଙ୍ଗ ର ପ୍ରଶିକ୍ଷକ ବାବୁଲା ନାହାକ ଓ ତୁଷାରବାଳା ତ୍ରିପାଠୀଙ୍କ ଦିଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁନଃ ଏହି କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୩ ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଉରକେଲାରେ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ

Sunil Chandra Nayak

ସିରିଡ଼ି ସାଇ ଟ୍ରଷ୍ଟ ତରଫରୁ ଖିଜୁରିଆ ଗ୍ରାମରେ ବୃକ୍ଷରୋପଣ ,ରାସ୍ତା ସଫେଇ ପରିସରରେ ବୃକ୍ଷ ରୋପଣ,ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ 

Sunil Chandra Nayak

ଗ୍ରାମ ର ପିଲାମାନେ ମିଶି ଜାତୀୟ ରାଜପଥ 149 ନମ୍ବର ରାସ୍ତା କଲେ ମରାମତି

masiha

Leave a Comment

error: Content is protected !!