ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଟ ଅଫ ଲିଭିଙ୍ଗ୍ ର ହାପିନେସ କୋର୍ସ ଉଦଯାପିତ

ରାଉରକେଲା/ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ଦ୍ବାରା ସ୍ଥାପିତ ଆର୍ଟ ଅଫ ଲିଭିଙ୍ଗ୍ ଦ୍ବାରା ଚାଲିଥିବା ସପ୍ତାହବ୍ୟାପୀ ହାପିନେସ କୋର୍ସ ସେକ୍ଟର ୧ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାଳୟ ଠାରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୫ଜଣ ପଶିକ୍ଷାର୍ଥୀ ଅଂଶଗ୍ରହଣ କରି ଯୋଗ,ଧ୍ୟାନ, ପ୍ରାଣାୟମ ଶିକ୍ଷା ଲାଭ କରିଥିଲେ । ଆର୍ଟ ଅଫ ଲିଭିଙ୍ଗ ର ପ୍ରଶିକ୍ଷକ ବାବୁଲା ନାହାକ ଓ ତୁଷାରବାଳା ତ୍ରିପାଠୀଙ୍କ ଦିଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁନଃ ଏହି କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ ୩ ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

masiha

ଜୀବାତ୍ମା ର ପୂଣ୍ୟ କର୍ମ – ରକ୍ତ ଦାନ ମହତ୍ ଦାନ

masiha

ଶାଲିମର ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ; ବନବିଭାଗ ଏବଂ ରେଳ ବିଭାଗ ଦାୟୀର ଦାୟିତ୍ବ ହୀନତାକୁ ନେଇ ଅଂଚଳବାସୀଙ୍କ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!