ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଲା ଅନୁଷ୍ଠିତ

କାମାକ୍ଷାନଗର (ମନିସ )29/3/23 କଙ୍କଡ଼ାହାଡ଼ ବ୍ଲକ ଝିଲ୍ଲି ପଂଚାୟତ ଠାରେ ମହାବିରୋଡ ସେବା ସମବାୟ ସମିତି ପକ୍ଷରୁ ପଂଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝିଲ୍ଲି ପଂଚାୟତ ସମିତି ସଭ୍ୟା ପ୍ରତିନିଧି ରୁଦ୍ର ମୋହନ ସାହୁ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ଦିପା ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ , ଝିଲ୍ଲି ପଂଚାୟତ ସରପଂଚ ରୋଜାଲିନି ସାହୁ , ମହାବିରୋଡ଼ ସରପଂଚ ସୁତାଲିନି ସାହୁ , ମହାବିରୋଡ଼ ସେବା ସମବାୟ ସମିତି ସଭାପତି ମଗେତା ପ୍ରଧାନ , ସମ୍ପାଦକ ଭରତ ପ୍ରଧାନ ଏବଂ ଝିଲ୍ଲି ପଂଚାୟତ ସରପଂଚ ପ୍ରତିନିଧି ପୃଥ୍ବୀରାଜ ସାହୁ ଉପସ୍ଥିତ ଥିଲେ ।।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ମିଡ଼ିଆ କ୍ଲବ ପକ୍ଷରୁ 75 ତମ ସାଧାରଣ ତନ୍ତ୍ର ଦିବସ ପାଳିତ 

masiha

କରାଟେ ର ଗ୍ରୀଷ୍ମ କାଳୀନ ଶିବିର 

Leave a Comment

error: Content is protected !!