ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପର୍ଯ୍ୟବେକ୍ଷକ ଧର୍ମାନନ୍ଦ ପରିଡା ହିନ୍ଦୋଳ ଏନ୍.ଏ.ସି ୮ ନମ୍ଵର ଓ୍ଵାର୍ଡରେ ଵିଜୁ ଜନତା ଦଳର ପ୍ରାର୍ଥୀ ଙ୍କ ପାଇଁ ଜାରି ରଖିଛନ୍ତି ଜୋରଦାର ଡୋର କ୍ୟାମ୍ପନ୍

କାମାକ୍ଷାନଗର -(ମନିସ )29/3/23 // ଢେଙ୍କାନାଳ ଜିଲ୍ଲା ଵିଜୁ ଜନତା ଦଳ ସଭାପତି/ କାମାକ୍ଷାନଗର ସହରର ନଗରପାଳ ଧର୍ମାନନ୍ଦ ପରିଡା ୮ ନମ୍ଵର ଓ୍ଵାର୍ଡର ଦଳୀୟ କାଉନସିଲର ପ୍ରାର୍ଥୀ ଙ୍କୁ ନେଇ ଆଜି ଦିନ ତମାମ୍ ଡୋର କ୍ୟାମ୍ପନ୍ ଅଭିଯାନ ମାଧ୍ୟମରେ ନଗରପାଳ ପ୍ରାର୍ଥୀ କେଶଵ ଭାଇଙ୍କ ପାଇଁ ଭୋଟ ଭିକ୍ଷା କରୁଥିଲାଵେଳେ କାଉନସିଲର ପ୍ରାର୍ଥୀ ରୁଦ୍ରନାରାୟଣ ପ୍ରସାଦ ମଧ୍ୟ ଜନତା ଙ୍କ ପାଖେ ଆଶୀର୍ବାଦ ଭିକ୍ଷା କରୁଛନ୍ତି lଡୋର କ୍ୟାମ୍ପନ ରେ ବିଶେଷ ଭାବରେ ଯାହା ଦେଖିବାକୁ ମିଳିଛି କାମାକ୍ଷାନଗର ଏନ୍.ଏ.ସିର ଵିଜେଡି ମହିଳା ସଭାନେତ୍ରୀ ରଞ୍ଜିତା ବେହେରା ସ୍ଥାନୀୟ ମହିଳା ମାନଙ୍କୁ ସାଥୀରେ ନେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ଅପର ପକ୍ଷରେ ଢେଙ୍କାନାଳ ଜିଲ୍ଲା ଵିଜୁ ଯୁଵ ଜନତା ଦଳ ଉପ-ସଭାପତି ଶ୍ରୀଯୁକ୍ତ ସୁବ୍ରତ ସାହୁ ଓ ଯୁଗ୍ମ ସମ୍ପାଦକ ଗଣେଶ ମହାଖୁଡ଼ ଙ୍କ ସହ କାମାକ୍ଷାନଗର ସହରର ଯୁବ ଵିଜେଡି ସଭାପତି ସମ୍ବିତ ସୂର୍ଯ୍ୟ ସାହୁ ଙ୍କ ସହ ବହୁ ପ୍ରମୁଖ କର୍ମକର୍ତ୍ତା ଓ ନେତୃଵୃନ୍ଦ ଯୋଡ଼ି ହୋଇ ଭୋଟ ଭିକ୍ଷା କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ରେ ବିଜେପି କର୍ମିଙ୍କୁ ଉତ୍ତରାଖଣ୍ଡର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତ୍ରିଵେନ୍ଦ୍ର ସିଂଙ୍କ ନିର୍ବାଚନ ବିଜୟର ଗୁରୁମନ୍ତ୍ର

masiha

ରାଇରଙ୍ଗପୁରରେ ବିଜେପିର ୭ମ କାର୍ଯ୍ୟକାରୀଣି ବୈଠକ

ନବରଙ୍ଗପୁର ଜିଲା ଯୁବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଓ ନବବର୍ଷ ବନ୍ଧୁ ମିଳନ

Sunil Chandra Nayak

Leave a Comment

error: Content is protected !!