ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଗଛକୁ ଧକ୍କା ଦେଲା ଦ୍ରୁତଗାମୀ କାର

ମହିଳା-ଶିଶୁ ସମେତ ୬ଜଣଙ୍କ ପ୍ରାଣବାୟୁ ଉଡ଼ିଗଲା

ନୂଆପଡ଼ା: ରାସ୍ତାରେ ଯାତ୍ରା ବେଳେ ଦୁଇଟି ଜିନିଷ ପ୍ରତି ଧ୍ୟାନ ଦିଆଗଲେ ଜୀବନ ସୁରକ୍ଷିତ ରହିଥାଏ ଓ ପରିବାର ସୁଖମୟ ହୋଇଥାଏ। ଆଉ ଗାଡ଼ି ଚଳାଇବା ସମୟରେ ଯଦି ଚାଳକ ସତର୍କତା ପ୍ରତି ଦୃଷ୍ଟି ନ ରଖନ୍ତି, ତା’ହେଲେ ମରଣ ସୁନିଶ୍ଚିତ। ନୂଆପଡ଼ା ଜିଲ୍ଲାରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛକୁ କାର୍‌ ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନଥିଲେ ବି, ଏମାନେ ପଡୋଶୀ ଛତିଶଗଡ଼ର ହୋଇଥିବା ନେଇ ଚର୍ଚ୍ଚା ହେଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶିକ୍ଷକ ଅଭାବ ସାଙ୍ଗକୁ ଶ୍ରେଣୀ ଗୃହ ଅଭାବ ଖବର ପ୍ରକାଶନ ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଲିଗୁଡା ସ୍କୁଲ ପରିଦର୍ଶନ

Sunil Chandra Nayak

ଡମ୍ବରୁଧର ବେହେରା ଙ୍କ କବିତା କବିତା:ଶଙ୍ଖା ସିନ୍ଦୂର

ଅବକାରୀ ବିଭାଗର ଚଢ଼ାଉ ,ବିପୁଳ ପରିମାଣ ର ଦେଶୀ ମଦ ଜବତ ସହ ଦୁଇ ଗିରଫ

Sunil Chandra Nayak

Leave a Comment

error: Content is protected !!