ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ

ଆଜିର ପବିତ୍ର ଦିବସରେ ଉତ୍କଳ ପ୍ରଦେଶ ଗଠନରେ ମୁଖ୍ୟ କଣ୍ଣଧାର ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମ ଦିବସରେ ତାଙ୍କ ଚରଣରେ କୋଟି ପ୍ରଣାମ:

୧୮୯୨ ଏପ୍ରିଲ ୨୬ ତାରିଖରେ ଜନ୍ମ ହୋଇଥିଲେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ। ସେ ଥିଲେ ସ୍ବାଭିମାନୀ ତଥା ଆତ୍ମମର୍ଯ୍ୟାଦା ସଚେତନ ଜନନାୟକ। ଓଡ଼ିଆମାନଙ୍କ ପ୍ରତିନିଧି ଭାବେ ସେ ଇଂଲଣ୍ଡର ଗୋଲ ଟେବୁଲ ବୈଠକରେ ଯୋଗ ଦେଇ ଭାଷା ଭିତ୍ତିରେ ଓଡ଼ିଶା ଗଠନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ତାଙ୍କର ବିବିଧ ବିଚକ୍ଷଣ ପଦକ୍ଷେପର ଫଳସ୍ବରୂପ ୧୯୩୬ ଏପ୍ରିଲ ପହିଲାରେ ନୂତନ ଉତ୍କଳ ପ୍ରଦେଶ ଗଠିତ ହୋଇଥିଲା। ସେ ୧୯୩୭ରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୪୧ରେ ସେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ।ଆଜିର ଦିନରେ ପ୍ରତି ଓଡ଼ିଆ ଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ସାହିତ୍ୟ ଅଗଣା

Sunil Chandra Nayak

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆସନ୍ତା ୨୦ରେ

Sunil Chandra Nayak

ତ୍ରିପତି ପ୍ରଧାନ ଙ୍କ କବିତା ଶ୍ରାବଣୀ

Sunil Chandra Nayak

Leave a Comment

error: Content is protected !!