ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରିତ୍ୟକ୍ତ ଘରୁ ଶାଳ କାଠ ଜବତ

ବୌଦ୍ଧ :୦୨/୧୧ : ବେଆଇନ୍ କାଠ ରଖିଥିବା ଅଭିଯୋଗ ରେ କଣ୍ଟାମାଳ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି | ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅଧୀନ ନାରାୟଣ ପ୍ରସାଦ ସେକ୍ସନ ଲୁଣ୍ଡୁରୁ ଗ୍ରାମର ଏକ ପରିତ୍ୟକ୍ତ ଘରୁ ୩୦ଗୋଟି ଶାଳ କାଠ ଓ ୪ଟି କରତ ଜବତ କରିଛି | ଏହି ଚଢ଼ାଉରେ କଣ୍ଟାମାଳ ବନାଞ୍ଚଳ ଅଧିକାରୀ ସୁଶ୍ରୀ କ୍ଷୀରାବ୍ଧି ପ୍ରଧାନ ଙ୍କ ନେତୃତ୍ୱ ରେ ନାରାୟଣ ପ୍ରସାଦ ବନପାଳ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ, ଘଣ୍ଟାପଡା ବନପାଳ ଚନ୍ଦ୍ରଶେଖର ଦାସ, ବନରଖି ଆଶିଷ ମେହେର, ଓମ ପ୍ରକାଶ ଦନାୟକ୍, ଭକ୍ତ ଭୋଇ ଆଦି ଉପସ୍ଥିତ ଥିଲେ | ଜବତ୍ କାଠର ଆନୁମାନିକ ମୂଲ୍ୟ ଟ ୩୦,୦୦୦ହେବ ବୋଲି ବନ ବିଭାଗ ପକ୍ଷରୁ କୁହା ଯାଇଛି|

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ନୁଆଁ ଖାଇଲେ ମହିମା ଧର୍ମାବଲମ୍ବୀ

Sunil Chandra Nayak

ଦାସିଗାଁରେ ବନ ମହୋତ୍ସବ ଓ ସଚେତନତା କାର୍ଯ୍ୟକ୍ରମ

ବିଶ୍ଵକର୍ମାଙ୍କ ଭଷାଣୀ ଉତ୍ସବରେ ସାହି ଝିଅ ବୋହୁ ନାଚିଲେ

Sunil Chandra Nayak

Leave a Comment

error: Content is protected !!