ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା ବୈଠକ

ବନ୍ଧୁଗାଁ ତା,୩୧/୩/୨୩,  କୋରା ପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ଏକ ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷକଙ୍କ ପିଲାଙ୍କୁ ଶିକ୍ଷା ଦେବା ଏକ ଗୁରୁ ଦାୟୀତ୍ୱ I ଏଥିରୁ ଆଜି ବନ୍ଧୁଗାଁ ବ୍ଲକ ଠାରେ ଜଣେ ଶିକ୍ଷକଙ୍କ ଅବସର ହୋଇଅଛି ସେ ହେଉଛନ୍ତି ପ୍ରାଥମିକ ଶିକ୍ଷକ ଗୁରୁଚରଣ ଛେଟି I ଆଜି ଅବସର ଦିନରେ, ବନ୍ଧୁଗାଁ ପ୍ରାଥମିକ ଶିକ୍ଷକ ସଂଘ ଭବନରେ ବିଦାୟ କାଳିନ ସମ୍ଭର୍ଦ୍ଧନା ଜଣାଇବା ସହ ସାଧାରଣ ଭାବରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ଥିଲେ ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ପଞ୍ଚାୟତର ଉତୁକାପାଡୁ ପ୍ରାଥମିକ ବିଦ୍ୟାଳୟ ଠାରେ ଗତ ୨୦୧୩ ମସିହା ଠାରୁ କାର୍ଯ୍ୟରତ ଶିକ୍ଷକ ଭାବେ କାର୍ଯ୍ୟ ତୁଳାଇଥିଲେ I ଆଜି ତାଙ୍କୁ ବନ୍ଧୁଗାଁ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମନୋଜ କୁମାର ବାଗ, ସମ୍ଫାଦକ ଶ୍ରୀ ଭାବ ଗ୍ରାହି ମୁଦୁଲି, ଓ କିଛି ଶିକ୍ଷକଙ୍କ ଉପସ୍ଥିତରେ ସଂଘର ଗୃହ ଠାରେ ବିଦାୟ କାଳିନ ସମ୍ଭର୍ଦ୍ଧନା ଜଣାଇଛନ୍ତି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଆଇନଜୀବୀ ଦିବସ ପାଳିତ 

Sunil Chandra Nayak

ଔପଦା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା(ଏନଏସ୍ଏସ) ର ଶୀତ କାଳୀନ ଶିବିରର ଶୁଭ ଉଦ୍ଘାଟନ 

masiha

ଆତଙ୍କବାଦ ବିରୋଧୀ ଦିବସ ପାଳିତ

Leave a Comment

error: Content is protected !!