ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁରୁ ଦିବସ ରେ କାମାକ୍ଷାନଗର ମହାବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ତରଫ ରୁ ବୃକ୍ଷ ରୋପଣ

ଗୁରୁ ଦିବସ ରେ କାମାକ୍ଷାନଗର ମହାବିଦ୍ୟାଳୟ ଓ ମୋ ସ୍କୁଲ ଅଭିଯାନ ତରଫ ରୁ ବୃକ୍ଷ ରୋପଣ

କାମାକ୍ଷାନଗର-(ମନିସ )5/9/23 //  ପବିତ୍ର ଗୁରୁ ଦିବସ ପରିପ୍ରେକ୍ଷୀରେ ରେ କାମାକ୍ଷାନଗର ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ମଙ୍ଗଳୁ ନାଏକ ଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।ମୋସ୍କୁଲ ଅଭିଯାନ ର ସଂଯୋଜକ ପ୍ରଦୀପ କୁମାର ମହାପାତ୍ର ଓ ମହାବିଦ୍ୟାଳୟ ର ପୁର୍ବତନ ଛାତ୍ର ତଥା ମୋସ୍କୁଲ ଅଭିଯାନ ସଦସ୍ୟ ଦୀପକ କୁମାର ଖେମକା , ଅଜିତ୍ କୁମାର ମହାନ୍ତ ଙ୍କ ଉପସ୍ଥିତି ରେ ପାଞ୍ଚ ଟି ପାମୋଲିନ ଗଛ ମହାବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସୁଧୀର କୁମାର ପରିଡ଼ା, ଅଧ୍ୟାପକ ଶ୍ରୀକାନ୍ତ ପ୍ରଧାନ, ଶ୍ରୀବ୍ରସ କୁମାର ସାହୁ, ଜ୍ଞାନରଞ୍ଜନ ମିଶ୍ର, ସତ୍ୟନାରାୟଣ ମିଶ୍ର,ପ୍ରମୋଦ କୁମାର ସ୍ବାଇଁ, ରଶ୍ମୀ ରଞ୍ଜନ ସେନାପତି, ପ୍ରସନ୍ନ କୁମାର ନାଏକ, ଲକ୍ଷ୍ମୀଧର ପତି,ଲିପ୍ସା ପ୍ରଧାନ, ପ୍ରିୟଦର୍ଶିନୀ ନାଏକ, ଭାଗ୍ୟଶ୍ରୀ ସାହୁ, ବୀଣାପାଣି ନାଏକ। କମର୍ଚାରୀ ଶରତ ଚନ୍ଦ୍ର ରାଉତ, ହେମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ରାଉତ, ପଞ୍ଚାନନ ଜେନା, ରଶ୍ମିତା ନାୟକ,ମନୋଜ କୁମାର ପରିଡ଼ା,ଗୋଲକ ପାତ୍ର ତଥା ମହାବିଦ୍ୟାଳୟ ର ଏନସିସି ଓ ଅନ୍ୟ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଟାଉନ ଥାନା! ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ! ମହୁଲଡିହାରେ ସଡ଼କ ଦୁର୍ଘଟଣାରେ ଯୁବକ ମୃତ 

masiha

ସି ଆର୍ ପିଏଫ୍ ର ସିଭିକ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମତଦାନ କେନ୍ଦ୍ର ଦାବି ପୂରଣ ନ ହେବାରୁ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଲେ ସିର୍ଲିଗୁଡା ଗ୍ରାମବାସୀ

masiha

Leave a Comment

error: Content is protected !!