ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୁଷ ଓ ମହିଳା ସ୍ଵସ୍ଥ୍ଯ କର୍ମୀ ଙ୍କ  ଦ୍ଵାରା ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ମାଧ୍ୟମ ରେ ଜିଲ୍ଲାପାଳ,ସ୍ବାସ୍ଥ୍ୟ ସଚିବଙ୍କୁ  ଦାବୀ ପତ୍ର ପ୍ରଦାନ           

ପୁରୁଷ ଓ ମହିଳା ସ୍ଵସ୍ଥ୍ଯ କର୍ମୀ ଙ୍କ  ଦ୍ଵାରା ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ମାଧ୍ୟମ ରେ ଜିଲ୍ଲାପାଳ,ସ୍ବାସ୍ଥ୍ୟ ସଚିବଙ୍କୁ  ଦାବୀ ପତ୍ର ପ୍ରଦାନ               

ନବରଙ୍ଗପୁର–(ମସିହା)ଆମ ନବରଙ୍ଗପୁର ଜିଲ୍ଲାରେ ୨୦୧୩ ମସିହାରେ ୬୭ ଜଣ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଓଡ଼ିଶା ସରକାର ନିଯୁକ୍ତି ଦେଇ ଆଜିକୁ ୧୦ ବର୍ଷ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ରେଗୁଲାର କରାଗଲା ନାହିଁ। ଠିକ୍ ସେହି ସମୟରେ ନିଯୁକ୍ତି ପାଇ ଥିବା ଅନ୍ୟ ଜିଲ୍ଲାର କର୍ମଚାରୀ ମାନେ ରେଗୁଲାର ହୋଇଗଲେଣି ଆମ ଜିଲ୍ଲାରେ ନିଯୁକ୍ତି ପାଇଥିବା ଭଉଣୀ ମାନେ କଣ ଅପରାଧ କରିଛନ୍ତି ଏତେ ଦିନ ପରେ ମଧ୍ୟ ରେଗୁଲାର ହୋଇ ପାରିଲା ନାହିଁ ମାସକୁ ମାତ୍ର ୧୦୦୦୦ ଟଙ୍କା ଦରମାରେ ୨୪ ଘଣ୍ଟା ଖଟୁଛନ୍ତି ।ରାଜ୍ୟ ସରକାରଙ୍କୁ ଅନୁରୋଧ ୨୦୧୩ ମସିହାରେ ନିଯୁକ୍ତି ପାଇଥିବା ୬୭ ଜଣ ଓ ୨୦୧୪ ମସିହାରେ ନିଯୁକ୍ତି ପାଇଥିବା ବାକି ସମସ୍ତଙ୍କୁ ରେଗୁଲାର କରିବାକୁ ଆଜି ପୁରୁଷ ଓ ମହିଳା ସ୍ଵସ୍ଥ୍ଯ କର୍ମୀ ଭଉଣୀ ମାନଙ୍କ ସହ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳ,ସ୍ବାସ୍ଥ୍ୟ ସଚିବଙ୍କୁ ଗୋଟିଏ ଦାବୀ ପତ୍ର ଦିଆଗଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସୂଚନା ନ ମିଳିବା ହେତୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମହିଳା ଆଇନଜୀବୀ 

ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!