ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକ ପଦଯାତ୍ରା ରାଲି

ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଏକ ରାଲି ବାଜିଚୈକି ସ୍ଥିତ କନିଷ୍ଠ ସହିଦ ବାଜି ରାଉତ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ସ୍କୁଲ ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀ ସମେତ  ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ, ଉଦୟନାଥ ମହାପାତ୍ର ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ରମେଶ କୁମାର ସେଠୀ ଅତିରିକ୍ତ ଜିଲ୍ଲାପାଳ ତଥା ସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଦ୍ୱାରା ଏହି ରାଲି ଉଦଘାଟିତ ହୋଇଥିବା ସହ କନିଷ୍ଠ ସହିଦ ବାଜି ରାଉତଙ୍କ ପ୍ରତିମୃତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଶୁଭମ ପାଣି ଙ୍କ ରିପୋର୍ଟ

Related posts

୧- ଜନ ଆକ୍ରେଶ ମହିଳା ସମାବେଶ ରାଲି , ୨-ଗାରିଡି ପଞ୍ଚାୟତର ବିଏଫଟି କର୍ମଚାରିଙ୍କୁ ବଦଳି ପାଇଁ ବିଡ଼ିଓଙ୍କୁ ଭେଟିଲେ ଗାରିଡି ବାସି 

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବିକାଶ ଦିବସ ପାଳନ

masiha

ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ବାଗତ ସଂବର୍ଧନା 

masiha

Leave a Comment

error: Content is protected !!