ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାୟଗଡ଼ା – ମହା ଆଡ଼ମ୍ବରରେ ଶିବରାତ୍ରି ପାଳିତ

ରାୟଗଡ଼ା – ତା ୦୨/୦୩ ରିଖ ରାୟଗଡ଼ାରେ ବଡ଼ ଆଡ଼ମ୍ବରରେ ପାଳିତ ହେଲା ମହାଶିବରାତ୍ରି । ରାୟଗଡାର ପ୍ରାଚୀନରୁ ଆରମ୍ଭ କରି ଛୋଟ ଓ ବଡ଼ ଶୈବ ପୀଠରେ ବଡ଼ ଆଡ଼ମ୍ବରରେ ପାଳିତ ହେଲା ମହାଶିବରାତ୍ରି। ରାୟଗଡ଼ା ଜିଲ୍ଲାର କଲ୍ୟାସିଂହପୁରରେ ଥିବା ପ୍ରାଚୀନ ଶୈବ ପୀଠ ଦେବଗରି,ମିନଝୋଲାରେ ଥିବା ମିନକେତନଙ୍କ ଶୈବ ପୀଠ, ଚାଟିକଣା ଓ ଥେରୁବାଲିରେ ଥିବା ଶୈବ ପୀଠରେ ବହୁଲ ଭାବେ ପାଳନ କରାଯାଇଥିଲା ମହାଶିବରାତ୍ରି। ରାୟଗଡ଼ା ସହରାଞଚଳରେ ଥିବା ପିଏଚଡିର ଶୈବ ପୀଠ, ପିତମହଲର ଶୈବ ପୀଠ,ଗାୟତ୍ରୀ ନଗରର ଥିବା ଶୈବ ପୀଠରେ ମଧ୍ୟ ପାଳନ କରାଯାଇଥିଲା ମହାଶିବରାତ୍ରି।

ଭକ୍ତ ମାନଙ୍କ ବହୁତ ମାତ୍ରାରେ ଯୋଗଦାନ କରିବା ଯୋଗୁଁ  ଭକ୍ତି ମୟ କରିଦେଇଥିଲା ଏହି ଶୈବ ପୀଠ ଗୁଡିଙ୍କକୁ। ଶେଷରେ ମହାଦୀପ ଉଠି ମହାଶିବରାତ୍ରିର ଶେଷ ହାଇଥିଲା।

ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ଓ ମନ୍ଦିର ପ୍ରଶାସନ ଶାନ୍ତି ଶୃଙ୍ଖଳl ବ   ଜା ୟ ରଖିଥିଲେ। ଯାହା ଯୋଗୁ ରାୟଗଡାରେ ଭଲ ଭାବରେ ମହାଶିବରାତ୍ରି ଉଦଯାପନ ହୋଇ ଥିଲା। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ଟାଙ୍ଗିରି ପାହାଡ ଉପରେ ପାଳନ ହେଲା କାରଗିଲ ବିଜୟ ଦିବସ

Sunil Chandra Nayak

ଲୁଟ୍ ହେଉଛି କେନ୍ଦୁ କାଠ, ମାଫିଆ ଙ୍କୁ ସୁରକ୍ଷା ଦେଉଛି ବନାଞ୍ଚଳ ଅଧିକାରୀ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବିଶ୍ୱାସରେ ଭରେ ବିଶ୍ବମୟତା

Sunil Chandra Nayak

Leave a Comment

error: Content is protected !!