ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗର ମିଳିତ ଚଢ଼ାଉ : ଦେଶୀ ମହୁଲି ମଦ ସହ ଜଣେ ଗିରଫ

କାମାକ୍ଷାନଗର(ମନିସ )4/4/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗର ବଡ଼ ସଫଳତା l ଆଜି ସକାଳ ସମୟରେ ଅବକାରୀ ବିଭାଗର ଅଧକ୍ଷ ପ୍ରଦୀପ ପାଣିଗ୍ରାହୀ ଓ ଜିଲ୍ଲାପାଳ ସରୋଜ କୁମାର ସେଠିଙ୍କ କଡା ନିର୍ଦେଶ କ୍ରମେ କାମାକ୍ଷାନଗର ଅବକାରୀ ଅଧିକାରୀ ସଂଜୀବି ଶର୍ମାଙ୍କ ନେତୃତ୍ଵରେ ପ୍ରେଟୋଲିଙ୍ଗି କରୁଥିବା ସମୟରେ ବିଶେଷସୁତ୍ର ରୁ ଖବର ପାଇ ତୁମିଶିଙ୍ଗା ମୁଖ୍ୟ ରାସ୍ତା ପାଖରେ ଜଣେ ଯୁବକ ବାଇକ ସାହାଯ୍ୟ ରେ ଦେଶୀ ମହୁଲି ମଦ ନେଉ ଥିବା ସମୟରେ ଗିରଫ କରା ଯାଇଥିଲା ଯୁବକ ଜଣକ ହେଲେ ପରଜଙ୍ଗ ବ୍ଲକ ତୁଳସୀ ପଶି ଗ୍ରାମର ମୁନା ସେଠି ବୟସ 28,ପିତ ଙ୍କ ନାମ ସନିଆ ସେଠି l ଅବକାରୀ ବିଭାଗର ମିଳିତ ଚଢ଼ାଉ ଫଳ ରେ 50ଲିଟର ମଦ ସହ ଏକ ହୁଣ୍ଡା ୟୁନିକନ ବାଇକ ଜବତ କରାଯାଇ କୋଟ ଚାଲାଣ କରାଯଇଛି lଅବକାରୀ ବିଭାଗର ଏପରି ସଫଳତାକୁ ନେଇ ବୁଦ୍ଧିଜୀବି ମହଲ ରେ ବେଶ୍ ପ୍ରଶଂସା କରାଯାଉଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମଟର ଚୋରି ଅଭିଯୋଗ ରେ ଯୁବକ ଗିରଫ

Sunil Chandra Nayak

ନାବାଳକ ନିଖୋଜ ଥାନା ରେ ଅଭିଯୋଗ କଲେ ବାପା

ଶିବ ମନ୍ଦିରରୁ ଚୋରି

masiha

Leave a Comment

error: Content is protected !!