ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୮୦ କେଜି ଗଞ୍ଜେଇ ଜବତ , ଦୁଇ ଗିରଫ

ଫୁଲବାଣୀ ସଦର ଅବକାରୀ ଥାନା ପୋଲିସ ଏକ ଓଆର ୦୫ପି ୩୯୦୭ ମରୁତି କାରରେ ଫୁଲବାଣୀ ରୁ କଟକ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଖଜୁରିପଡା ଥାନା ଅନ୍ତର୍ଗତ ବାରପୁଲିଆ ଛକ ନିକଟରେ ଚଢ଼ାଉ କରି ଅବକାରୀ କର୍ମଚାରୀ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଏନ ଡି ପି ଆର ଆକ୍ଟ ପି ଆର ନମ୍ବର ୦୩/୨୦୨୩ – ୨୪ ଏକ ମାମଲା ରୁଜୁ କରି କଟକ ଜିଲ୍ଲାର ଆଠଗଡ ଅଞ୍ଚଳ ର ବଳରାମ ବେହେରା ଓ ଜ୍ୟୋତି ପ୍ରକାଶ ମଲ୍ଲିକ ଦୁଇ ଜଣ ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଉକ୍ତ ଚଢ଼ାଉ ରେ କନ୍ଧମାଳ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ, ସବ ଇନିସ୍ପେକ୍ଟର ସାଗର ଭୋଇ ,ଏ ସ ଆଇ ସୁକାନ୍ତ କୁମାର କଁହର, କନେଷ୍ଟବଳ ଅନୀଲ କୁମାର ବେହେରା, ସଞ୍ଜୀବ ପ୍ରଧାନ, ମିଳନ କୁମାର ସାହୁ ପ୍ରମୂଖ ଚଢ଼ାଉ ରେ ଭାଗ ନେଇଥିବା ଅବକାରୀ ଏସ ଆଇ ସାଗର ଭୋଇ ଗଣମାଧ୍ୟମ କୁ ସୂଚନା ଦେଇଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ମାଣିକପୁର ପଞ୍ଚାୟତରେ କଳାକନା ବୁଲାଇଲେ ଦୁଵୃର୍ତ୍ତ

Sunil Chandra Nayak

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ଶେଷହେଲା ବିତର୍କ , ୨୮ ରେ ରାୟ ପ୍ରକାଶ ଦିନ ଧାର୍ଯ୍ୟ

masiha

କୋଇଡା ଥାନା! ତନ୍ତୁଳିଡିହ ଗ୍ରାମରେ ଯୁବକଙ୍କୁ ଗଳାକାଟି ନିର୍ମମ ହତ୍ୟା ; ଆସାମୀ ଫେରାର

masiha

Leave a Comment

error: Content is protected !!