ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ନୂଆପଡା,୦୫.୦୪.ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ତରବୋଡ ଠାରେ ସଡକ ସୁରକ୍ଷା ସପ୍ତାହ ଅବସର ରେ .ନାଟକ ମାଧ୍ୟମ ରେ ସଚେତନତା କରାଯାଇଥିଲା,ତରବୋଡ ପୋଲିସ ର ତତ୍ବାବଧାନ ରେ ଆୟୋଜନ ହୋଇଥିଲା । ଖଡିଆଳ ର ବରିଷ୍ଟ କଲାକାର ଜିତେନ୍ଦ୍ର ପଟ୍ଟନାୟକ ଓ ସାଥି କଲାକାର ମାନେ ନାଟକ ଓ ଗିତ ପରିବେଶଣ କରି ମୋଟର ସାଇକେଲ ଚଲାଇବା ସମୟ ରେ ହେଲମେଟ ପରିଧାନ କରିବାସହ ୧୮ ବର୍ଷ ରୁ ଉର୍ଦ ବୟସ୍କ ମାନେ ଲାଇସେନ୍ସ ପ୍ରାପ୍ତ ପରେ ଯାନବାହାନ ବ୍ୟବହାର କରିବା ପାଇଂ ସଚେତନତା କରିଥିଲେ । ଏହି ଅବସର ରେ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କ ସହ ହାଇସ୍କୁଲ ର ଛାତ୍ର ଛାତ୍ରି ଶିକ୍ଷକ ଶିକ୍ଷୟତ୍ରି ପୋଲିସ କର୍ମଚାରୀ ଓ ସମାଜସେବୀ ମାଧୋ ପ୍ରସାଦ ସାହୁ ପ୍ରତେକ୍ଷ ଭାବରେ ଯୋଗଦାନ କରିଥିଲେ |

ସୁଜିତ କୁମାର ପ୍ରଧାନ ନୂଆପଡା

Related posts

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ସ୍ତରୀୟ କମିଟି ବୈଠକ

masiha

ବ୍ଲକ ସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିଦ୍ୟାଳୟ ଉଦଘାଟିତ

ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

masiha

Leave a Comment

error: Content is protected !!