ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୈାରପାଳିକା ପକ୍ଷରୁ ମଶା ତେଲ ସିଞ୍ଚନ

ଆଜି ଢେଙ୍କାନାଳ ପୈାରପାଳିକା ପକ୍ଷରୁ ବିଭିନ୍ନ ୱାଡ ଓ ରାସ୍ତା ଘାଟ ଡ୍ରେନ୍ ଗୁଡିକ ରେ ମଶା ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବାରୁ ତାକୁ ପ୍ରତିରୋଧ କରିବାପାଇଁ ସଫେଇ କର୍ମଚାରୀମାନେଙ୍କ ଦ୍ବାରା ମଶା ତେଲ ସିଞ୍ଚନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ପୈାରନିର୍ବାହିଅଧିକାରୀ ଶ୍ରୀଯୁକ୍ତ ତରୁଣ କୁମାର ମହାପାତ୍ର ଙ୍କ ତତ୍ବାବଧାନରେ କରାଯାଇଥିଲା।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଜେ କ କାଗଜ କଳ ରେ 53 ତମ ଜାତୀୟ ନିରାପତ୍ତା ସପ୍ତାହ ପାଳନ

masiha

ଧରାକୋଟ ରେ ଚାଲିଛି ରଥ ନିର୍ମାଣ 

ରୋଟାରୀ କ୍ଳବ୍ ଅଫ୍ ରାଇରଙ୍ଗପୁର ରୟାଲ ଆନୁକୁଲ୍ୟରେ ଗୋଲେଇ ଛକରେ ଶାନ୍ତି ସ୍ତୁପ ଏବଂ ଭରଣ୍ଡିଆ ୟୂପି ସ୍କୁଲର ଵିଶୁଦ୍ଧ ଜଳ ବ୍ୟବସ୍ଥା ସ୍ଥାପନା ଓ ସମ୍ବର୍ଦ୍ଧନା ଉତ୍ସବ 

masiha

Leave a Comment

error: Content is protected !!