ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀ ପୀଠରେ ଜନ୍ମବାର୍ଷିକୀ ଉତ୍ସବ ପାଳିତ

ଢେଙ୍କାନାଳ ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀଙ୍କ ମନ୍ଦିର ରେ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ମା’ଙ୍କର ଜନ୍ମବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା। ସୂର୍ଯ୍ୟ ପୂଜା, ମଣ୍ଡଳ ଅଧିବାସ ପୂଜା ମା’ଙ୍କ ଶୋଳଷଉପଚାର ପୂଜା, ସପ୍ତ ଚଣ୍ଡୀ ପଠ ଓ ଆହୁତି ଏବଂ ପୂର୍ଣ୍ଣାହୁତି ହୋଇଥିଲା। ଦହି ପାଣି ବଣ୍ଟନ ସହିତ ପ୍ରସାଦ ସେବନ ଭକ୍ତମାନେ କରିଥିଲେ। ସଭାପତି ଶଙ୍କର୍ଷଣ ଡୋରା, ପ୍ରମୋଦ ବରାଳ,ସମିର ପ୍ରଧାନ, ମାନ ଭଞ୍ଜନ,କେଶବ ନାୟକ, ବୁବୁନା, ପ୍ରତାପ ଭାଇ, ମୁନା ବିଶ୍ବାଳ,ଟୁନା ସାର୍ ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ମାଙ୍କ ଜନ୍ମ ବାର୍ଷିକୀ ଉତ୍ସବ ଟି ପାଳନ କରାଯାଇଥିଲା ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ପାପ ମୋଚନୀ ଏକାଦଶୀ ପାଳିତ

masiha

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

Sunil Chandra Nayak

ରାଇରଙ୍ଗପୁର ସହରର ଗଢ ଗ୍ରାମର ଓଁ ଶ୍ରୀ ଶ୍ରୀ ଐଶ୍ବାନେଶ୍ବୟ ମହାଦେବ ମନ୍ଦିର ପୁନଃ ନିର୍ମାଣ ୫ ଦିବସୀୟ ପ୍ରତିଷ୍ଠା ଉତ୍ସବ ଆସନ୍ତା ଫେବୃୟାରୀ ୧୯ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚନା 

masiha

Leave a Comment

error: Content is protected !!