ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସ୍ବଧର୍ମ ଚେତନା ପରିବାର… ଅନନ୍ତ ଚରଣ ମହାରାଜ ଙ୍କ ଆଧ୍ୟାତ୍ମିକ ପ୍ରବଚନ ଶ୍ରୀ ହରିକଥା

ଧର୍ମଗଡ:୨୩/୧୨/୨୨: ପରମାତ୍ମା ତଥା ଭଗବାନ ଙ୍କୁ ଜାଣିବାକୁ ହେଲେ ମଣିଷ ଭିତରେ ଭଗବାନ ଙ୍କ ପ୍ରତି ବିଶ୍ଵାସ ରହିବା ଦରକାର । ଶ୍ରଦ୍ଧା ଓ ଭକ୍ତି ଦ୍ଵାରା ଆମେ ଭଗବାନ ଙ୍କ ନିକଟତର ହେବା ସହ ଭଗବତ କୃପା ଲାଭ କରିଥାଉ ବୋଲି ଧର୍ମଗଡ ଠାରେ ଆୟୋଜିତ ଏକ ସତସଙ୍ଗ କାର୍ଯ୍ୟ କ୍ରମ ରେ ସ୍ଵଧର୍ମ ଚେତନା ପରିବାର ବାବା ଅନନ୍ତ ଚରଣ ଶ୍ରୀ ହରି କଥା ପ୍ରବଚନ ପ୍ରଦାନ କରିବା ଅବସର ରେ ପ୍ରକାଶ କରିଛନ୍ତି । ଧର୍ମଗଡ ସତ୍ ସଙ୍ଗ ବିହାର ନିକଟସ୍ଥ ପଡିଆ ଠାରେ ଆୟୋଜିତ ହେଉଥିବା ଏହି ଶ୍ରୀ ହରି କଥା ପ୍ରବଚନ କାର୍ଯ୍ୟକ୍ରମ ପ୍ରତ୍ୟହ ସନ୍ଧ୍ୟା ସମୟ ରେ ଆରମ୍ଭ ହୋଇ ୮.୩୦ ମି ରେ ସମ୍ପନ୍ନ ହେଉଛି । ଗତ କାଲି ଉଦ୍ଘାଟନୀ ଦିବସ ରେ ଧର୍ମଗଡ ବିଧାୟକ ମୌଶଧୀ ବାଗ,ଉପ ଖଣ୍ଡ ପୁଲିସ ଅଧିକାରୀ ଧିରଜ ଚୋପଦାର, ନଗର ପାଳ ଅଶୋକ ମହାନ୍ତି ମହାନ୍ତି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ, ଆଇନଜୀବୀ ଭବାନୀ ଚରଣ ଦାସ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ବାଗ, ଜଗବନ୍ଧୁ ମିଶ୍ର ଙ୍କ ସମେତ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ । କିଶୋର ଅଗ୍ରୱାଲ ପତ୍ନୀ ସୁନୀତା ଅଗ୍ରୱାଲ ଏହି ସପ୍ତ ଦିବସୀୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ଲଳିତ ଅଗ୍ରୱାଲ,ଘନଶ୍ୟାମ ଅଗ୍ରୱାଲ ଓ ଅନ୍ୟମାନେ ସହ ଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଭାଗବତ, ଗୋପଲୀଳା ଓ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ଯାତ୍ରା

Sunil Chandra Nayak

ଆଳତୁମା ଗାଁ ରେ ଦଶ ଦୋଳ ଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort