ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଓଁ ଶ୍ରୀ ଶ୍ରୀ ହନୁମାନ ଜୀୟୁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବ

ଓଁ ଶ୍ରୀ ଶ୍ରୀ ହନୁମାନ ଜୀୟୁ ଙ୍କ ପ୍ରତିଷ୍ଠା ଦିବସ ଉତ୍ସବ 

କଟକ ୯/୪, ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ ନରୁଆ ଗ୍ରାମରେ ପରମ ପ୍ରେମମୟ ଶଙ୍କଟ ମୋଚନ ହାରୀ ଶ୍ରୀ ଶ୍ରୀ ହନୁମାନଜୀଉଙ୍କ ୨୭ତମ ପ୍ରତିଷ୍ଠା ଦିବସ ଉତ୍ସବ ଚଳିତ ମାସ ୧୨ତାରିଖ ରୁ ଆରମ୍ଭ ହୋଇ ୧୬ତାରିଖ ପଯ୍ୟନ୍ତ ଚାଲୁ ରହିବ। ଏହି ଉପଲକ୍ଷେ ଅଙ୍କୁରାରୋପଣ, କଳସ ଯାତ୍ରା, ପ୍ରତ୍ୟେକ ଦିନ ସୁନ୍ଦରକାଣ୍ଡ, ଚାଳିଶା,ବେଦ ପାଠ, ଗୋ ପୂଜା ଓ ଶେଷ ଦିନ ପୂର୍ଣ୍ଣାହୁତି ଇତ୍ୟାଦି କରାଯିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ଆ ଧ୍ୟାତ୍ତିମିକ ସାଂସ୍କୃତିକ କାର୍ଯ୍ଯ କ୍ରମ ଅନୁଷ୍ଠିତ କରାଯିବଉ ବୋଲି ଶ୍ରୀ ଶ୍ରୀ ହନୁମାନ ଜୀଉ ଓ ଗଣେଶ ଜୀଉ ପରିଚାଳନା କମିଟି ତରଫରୁ ଶ୍ରୀ ରଂଜନ କୁମାର ମହାନ୍ତି ସୂଚନା ଦେଇଛନ୍ତି। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ନୂଆଁଖାଇ ପାଳିଲେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ

Sunil Chandra Nayak

ବାଲିଗୁଡାରେ ରଥଯାତ୍ରା ପାଳିତ ; ୧୦ ହଜାରରୁ ଉର୍ଦ୍ଧ ଭକ୍ତ ଙ୍କ ସମାଗମ 

Sunil Chandra Nayak

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

Sunil Chandra Nayak

Leave a Comment

error: Content is protected !!