ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିପିଆଇଏମ ତରଫରୁ ଦାବିପତ୍ର ପ୍ରଦାନ

ନର୍ଲା/ମସିହା /07/04/23 //ସାରାଦେଶ ରେ କୋଭିଡ଼ କଟକଣା ଯୋଗୁଁ ବିଭିନ୍ନ ରେଳ ଷ୍ଟେସନ ଗୁଡିକରେ ଦ୍ରୁତଗାମୀ ଟ୍ରେନ ରହଣି କୁନେଇ କେନ୍ଦ୍ର ସରକାର କଟକଣା ଜାରି କରିଥିଲେ କିନ୍ତୁ ବର୍ତ୍ତମାନ କୋଭିଡ କଟକଣା ହଟିଥିବାରୁ ଯେଉଁ ଟ୍ରେନ ସବୁ ପୂର୍ବରୁ ରହୁଥିଲା କେବଳ 3ଟି ଟ୍ରେନ କୁ ଛାଡି ବାକି ତକ ରହୁନାହିଁ ତେଣୁକରି ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମଖିନ ହେଉଛନ୍ତି l ସମସ୍ତ ଟ୍ରେନ ରହଣି ସହ ଷ୍ଟେସନ ର ବିଭିନ୍ନ ସମସ୍ୟା କୁ ନେଇ କଳାହାଣ୍ଡି ଜିଲ୍ଲା ନର୍ଲା ସିପିଆଇଏମ ପକ୍ଷରୁ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜର ମାଧ୍ୟମରେ ଜେନେରାଲ ମ୍ୟାନେଜର ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ସିପିଆଇଏମ ତରଫରୁ ଭକ୍ତ ନାୟକ, ନରସିଂହ ଥପା, କୁମୁଦ ନାଏକ, ନବକିଶୋର ସାହୁ, ଜୟ ସରାଫ, ଅଜୟ ନାଗ, ନବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

    ଦୀପକ ଠାକୁର, ନର୍ଲା 

Related posts

ପିଇଓ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ,ଓଡ଼ିଶାରେ ଓଡ଼ିଶା ଦିବସ -୨୦୨୩ ପାଳିତ

Sunil Chandra Nayak

ପିଏମ୍ ସ୍ୱନିଧି ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!