ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିପିଆଇଏମ ତରଫରୁ ଦାବିପତ୍ର ପ୍ରଦାନ

ନର୍ଲା/ମସିହା /07/04/23 //ସାରାଦେଶ ରେ କୋଭିଡ଼ କଟକଣା ଯୋଗୁଁ ବିଭିନ୍ନ ରେଳ ଷ୍ଟେସନ ଗୁଡିକରେ ଦ୍ରୁତଗାମୀ ଟ୍ରେନ ରହଣି କୁନେଇ କେନ୍ଦ୍ର ସରକାର କଟକଣା ଜାରି କରିଥିଲେ କିନ୍ତୁ ବର୍ତ୍ତମାନ କୋଭିଡ କଟକଣା ହଟିଥିବାରୁ ଯେଉଁ ଟ୍ରେନ ସବୁ ପୂର୍ବରୁ ରହୁଥିଲା କେବଳ 3ଟି ଟ୍ରେନ କୁ ଛାଡି ବାକି ତକ ରହୁନାହିଁ ତେଣୁକରି ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ର ସମ୍ମଖିନ ହେଉଛନ୍ତି l ସମସ୍ତ ଟ୍ରେନ ରହଣି ସହ ଷ୍ଟେସନ ର ବିଭିନ୍ନ ସମସ୍ୟା କୁ ନେଇ କଳାହାଣ୍ଡି ଜିଲ୍ଲା ନର୍ଲା ସିପିଆଇଏମ ପକ୍ଷରୁ ଏକ ଦାବିପତ୍ର ଷ୍ଟେସନ ମ୍ୟାନେଜର ମାଧ୍ୟମରେ ଜେନେରାଲ ମ୍ୟାନେଜର ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ସିପିଆଇଏମ ତରଫରୁ ଭକ୍ତ ନାୟକ, ନରସିଂହ ଥପା, କୁମୁଦ ନାଏକ, ନବକିଶୋର ସାହୁ, ଜୟ ସରାଫ, ଅଜୟ ନାଗ, ନବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

    ଦୀପକ ଠାକୁର, ନର୍ଲା 

Related posts

ଚଳନ୍ତା କାର ହୁହୁ ହୋଇ ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା ,ଶିଶୁ ସମେତ ୬ ଜଣ

masiha

ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ

masiha

ଆପୋଲୋ ହସ୍ପିଟାଲ୍ସ ରାଉରକେଲାରେ ସଫଳ ସନ୍ଧି ଏବଂ ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର

Leave a Comment

error: Content is protected !!