ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

 ମୟୂରଭଞ୍ଜ– ୧୪/୪ (ମସିହା)ମେଡିକାଲ୍‌ ପରିସରରେ ଲାଗିଲା ନିଆଁ ନିଆକୁ ଆୟତ୍ତ କରିବାରେ ନାକେଦମ ହେବାକୁ ପଡିଥିଲା ଅଗ୍ନିଶମ ବିଭାଗକୁ ତେବେ ନିଆଁର ପ୍ରଖର ଏତେ ମାତ୍ରା ଥିଲାଯେ ବଜାର ଧୁଆଁ ମୟ ହୋଇଯାଇଥିଲା । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ । ତେବେ ମେଡିକାଲଟି ଅଳିଆ ଆବର୍ଜନାରେ ବର୍ଷ ବର୍ଷ ଧରି ଭରି ରହିଥିବା ବେଳେ କେହି ଜଣେ ଦୁର୍ବୁତ୍ୱ ନିଆଁ ଲଗେଇ ଦେଇଥିବା ଅନୁମାନ କରାଯାଏ । ରାଜ୍ୟରେ ୪୨ ଡିଗ୍ରୀ ତାତି ସାଙ୍ଗକୁ ନିଆଁର ତାତି ରେ ସାରସ କଣା ଅଗ୍ନିଶମ ଅଧିକାରୀ ଙ୍କୁ ନିଆଁ କୁ ଆୟତ୍ୱ କରିବାକୁ ନାକେଦମ ହେବାକୁ ପଡିଥିଲା । ତେବେ କୌଣସି କ୍ଷତି ହୋଇନାହି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡ୍ର ସାହିତ୍ୟ ସଂସଦ ର ପଚିଶତମ ବାର୍ଷିକ ଉତ୍ସବ: ୧୨ ପ୍ରତିଭାଧର ସମ୍ମାନିତ

Sunil Chandra Nayak

କନ୍ଧମାଳକୁ ଦୁଇ ଦିନିଆ ଗସ୍ତ ରେ ୫-ଟି ସଚିବ: ମା’ବରାଳ ଦେବୀ ମନ୍ଦିର ରୂପାନ୍ତରୀତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ 

Sunil Chandra Nayak

ପ୍ରକଳ୍ପ ସ୍ତରୀୟ ପୋଷଣ ପଖୱାଡା-୨୦୨୬ 

Sunil Chandra Nayak

Leave a Comment

error: Content is protected !!