ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଜିଲା ରାଇରଙ୍ଗପୁର ଜିଲ୍ଲା ଦାବି , ୧୨ ଘଣ୍ଟିଆ ବହଳଦା ଠପ୍

 ମୟୂରଭଞ୍ଜ – (ମସିହା)ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି ନେଇ ବହଳଦା ବ୍ଳକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା ।ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟ ପ୍ରତିଷ୍ଠାନ, ସ୍କୁଲ,କଲେଜ,ଫରେଷ୍ଟ ଅଫିସର, ବ୍ୟାଙ୍କ,ଦୋକାନ ବଜାର ପରିବା ମାର୍କେଟ ଯାନ ବାହାନ ଵନ୍ଦ ରହିଥିଲା ।ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ବୁଲା ପଣ୍ଡା,ମାଧଵ ମହାପାତ୍ର, ଶ୍ରୀକାନ୍ତ ମହାନ୍ତ, ସୁକଦେବ ସାହୁ,ସତ୍ୟବାନ୍ ବଶା,ଗୋଲକ ହେମ୍ବ୍ରମ,ବିଜୟ ସାହୁ,ସୁନିଲ ମହାନ୍ତ,ମନୋଜ ଅଗ୍ରୱାଲ,କିର୍ତ୍ତି ମହାନ୍ତ,ରଜତ ମହାନ୍ତ, ଶଙ୍କର ମଣ୍ଡଳ,ମହାତ୍ମା ଦୀକ୍ଷିତ,ସୁନିଲ ହେମ୍ବ୍ରମ,ମୋହନ ହେମ୍ବ୍ରମ,ବାଲିଆ ମୁର୍ମୁ,ଭୂତାଳ ସର୍ଦ୍ଦାର,ରବି ମୋଦକ, ସନ୍ତୋଷ ସାହୁ,ପ୍ରତ୍ୟୁଷ ଦାସ,ବିପୁଳ ପାଲ, ବ୍ୟୋମକେଶ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ହେଲେ ଗୀତାଞ୍ଜଳି 

masiha

ସହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ତେରେସିଂହା କଲେଜରେ ନିଶା ନିବାରଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!