ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୪୨ ଜଣିଆ ଟିମ୍ ଙ୍କ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁଥିବା ଓଡ଼ିଶା ସ୍କିଲ କଂକ୍ଲଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାତ୍ରା

ଢ଼େଙ୍କାନାଳ -:  ଆଜି ତା ୧୯.୦୪.୨୦୨୩ ଢେଙ୍କାନାଳ ରୁ ୪୨ ଜଣିଆ ଟିମ୍ ୨୦ ରୁ ୨୨ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁଥିବା ଓଡ଼ିଶା ସ୍କିଲ କଂକ୍ଲଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ । ଏହି ଟିମ୍ ରେ ୧୦ ଜଣ ସ୍କୁଲ ଛାତ୍ର ଛାତ୍ରୀ, ୮ ଜଣ କଲେଜ ଛାତ୍ର ଛାତ୍ରୀ, ୧୦ ଜଣ ITI, Polytechnic ଛାତ୍ର ଛାତ୍ରୀ, ୧୦ ଜଣ STEM ଶିକ୍ଷକ, ଶିକ୍ଷୟତ୍ରୀ, ୨ ଜଣ OSDA- PLTP ରୋଲ ମଡେଲ ଙ୍କ ସମେତ ନୋଡାଲ ଅଫିସର ଲିଙ୍କନ ମହାନ୍ତି ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ଥିଲେ। ବସ ଟି ଢେଙ୍କାନାଳ କଲେକ୍ଟର ଅଫିସ ରୁ ବାହାରି ଥିଲ।। କଲେକ୍ଟର ସରୋଜ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ରମେଶ ଚନ୍ଦ୍ର ସେଠୀ, ଅନ୍ୟ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତି ରେ ଫ୍ଲାଗ ଅଫ କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ କାଶୀନାଥ ବୈଦ୍ୟ ସଂଘ ଆନୁକୁଲ୍ୟରେ ଧନ୍ବନ୍ତରୀ ଦିବସ ପାଳିତ

masiha

ରାସ୍ତା ଉପରେ ମୁହାଁ ମୁହିଁ ଧକ୍କା ଟାଟା ଏସ ସି ଚାଳକ ଗୁରୁତର 

ରାଜପୁର ଠାରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!