ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି

ରାଉରକେଲା/ ଦୁଃସାହସିକ ସ୍ବାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଭାରତର ମଥା ସଦୃଶ କାଶ୍ମୀର ଲଦାଖରେ ସୈନ୍ୟ ଅବତରଣ କରାଇ ନଥିଲେ କାଶ୍ମୀର ଆଜି ପାକିସ୍ଥାନ ବା ଚୀନ ର ଅଂଶବିଶେଷ ହୋଇ ରହିଯାଇଥାନ୍ତା। ତାଙ୍କ ୨୬ ତମ ଶ୍ରାଦ୍ଧ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ରାଉରକେଲା ରେଳ ଓ ସଡକ ବ୍ୟବହାରକାରୀ ସଂଘ ତରଫରୁ ସଭାପତି ଇଂ ଉତ୍ତମ କୁମାର ସାମଲ , ଅମୂଲ୍ୟ ଚରଣ ବରାଳ, ସତ୍ୟାନନ୍ଦ ବେହେରା, ବିଦ୍ୟାଧର , ମନୋଜ ରାଉଳ ପ୍ରମୁଖ ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି କରିଛନ୍ତି । ଯାହା ଆଗାମୀ ପିଢି ପାଇଁ ସ୍ମୃତି ହୋଇ ରହିବ ବୋଲି କୁହାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିପଦସଙ୍କୁଳ ଅବସ୍ଥାରେ ନୂଆଗାଁ ପୋଲ/

Sunil Chandra Nayak

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!