ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି

ରାଉରକେଲା/ ଦୁଃସାହସିକ ସ୍ବାଧୀନତା ସଂଗ୍ରାମୀ ବିଜୁ ପଟ୍ଟନାୟକ ତାଙ୍କ ଡାକୋଟା ବିମାନରେ ଭାରତର ମଥା ସଦୃଶ କାଶ୍ମୀର ଲଦାଖରେ ସୈନ୍ୟ ଅବତରଣ କରାଇ ନଥିଲେ କାଶ୍ମୀର ଆଜି ପାକିସ୍ଥାନ ବା ଚୀନ ର ଅଂଶବିଶେଷ ହୋଇ ରହିଯାଇଥାନ୍ତା। ତାଙ୍କ ୨୬ ତମ ଶ୍ରାଦ୍ଧ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ରାଉରକେଲା ରେଳ ଓ ସଡକ ବ୍ୟବହାରକାରୀ ସଂଘ ତରଫରୁ ସଭାପତି ଇଂ ଉତ୍ତମ କୁମାର ସାମଲ , ଅମୂଲ୍ୟ ଚରଣ ବରାଳ, ସତ୍ୟାନନ୍ଦ ବେହେରା, ବିଦ୍ୟାଧର , ମନୋଜ ରାଉଳ ପ୍ରମୁଖ ବିଜୁବାବୁଙ୍କୁ ଭାରତରତ୍ନ ଦେବାକୁ ଦାବି କରିଛନ୍ତି । ଯାହା ଆଗାମୀ ପିଢି ପାଇଁ ସ୍ମୃତି ହୋଇ ରହିବ ବୋଲି କୁହାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପି ଆଇ କଲେଜ ରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ

masiha

କେନ୍ଦ୍ରାପଡ଼ା ବାରିମୂଳ ଜେଲ ରେ ଥିବା ଅନ୍ତେବାସୀ ମାନଙ୍କୁ ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ ତରଫରୁ ମାଗଣା ରେ ଉଦ୍ୟଗ ବିକାଶ ମହମ ବତୀ, ଫିନାଇଲି,ଅଗର ବତୀ ତାଲିମ ପ୍ରଦାନ

masiha

କୋକସରା ଠାରେ ଦୁର୍ଗାପୂଜା ପ୍ରତିମା ନିର୍ମାଣ ପାଇଁ ମାଟି ଅନୁକୂଳ

masiha

Leave a Comment

error: Content is protected !!