ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିନି ଦଫା ଦାବିରେ ଜାତୀୟ ରାଜପଥ ଅବରୋଧ 

କାମାକ୍ଷାନଗର (ମ ନି ସ)26/4/23//ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମୁଣ୍ଡେଇଲ ଛକ ନିକଟରେ ୩ ଦଫା ଦାବିରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗେଲ୍ହେଇ କାଟେଣୀ ଗ୍ରାମବାସୀ |ଅଭିଯୋଗ ମୁତାବକ ମୁଣ୍ଡେଇଲ ଛକ ନିକଟରେ ଥିବା ଟୋଲଗେଟ ଦେଇ କ୍ଷେତ କୁ ଚାଷୀଙ୍କ ଶଗଡ଼ ନେବା ଆଣିବା ପାଇଁ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ଓ ଟୋଲ ଗେଟ ର ନାମ ଖଇରାମୁଣ୍ଡା କୁ ପରିବର୍ତ୍ତନ କରି ଗେଲ୍ହେଇ କାଟେଣୀ କରିବା ଆଦି ୩ଦଫା ଦାବି ରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ |ଫଳରେ ରାସ୍ତା ର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି |ଯାହାଫଳରେ ତାଳଚେର -ଡ଼ୁବୁରୀ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି |ସେପଟେ ଘଟଣା ସ୍ଥଳରେ ପୋଲିସ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା ଜାରି ରଖିଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ଆଲୋଚନାଚକ୍ର ଆୟୋଜିତ

masiha

ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ୧00 କୋଟି ମଞ୍ଜୁର କରି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ 

masiha

ଶିକ୍ଷୟତ୍ରୀ ଙ୍କ ବଦଳୀ ର ପ୍ରତିବାଦ ଏବଂ ଶିକ୍ଷକ ନିଯୁକ୍ତି ଦାବିରେ ପୁଣି ଥରେ ବେହେରା ଗୁଡା ସ୍କୁଲ ରେ ତାଲା ପଡିଲା

Sunil Chandra Nayak

Leave a Comment

error: Content is protected !!