ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଉପରେ ପାଲା ମାଧ୍ୟମରେ ସଚେତନତା       

ନବରଙ୍ଗପୁର-(ମସିହା)ଗଣଶିକ୍ଷା ବିଭାଗ ର ପ୍ରୟାସ ପାଲା ମାଧ୍ୟମରେ ବିଦ୍ୟାଳୟ ରେ ପାଠ ପଢୁଥିବା ପିଲାମାନଙ୍କର ବାପା, ମାଆ, ଅଭିଭାବକ ସଚେତନତା ପାଇଁ ଅଭିନୟ କାର୍ଯ୍ୟକ୍ରମ ରେ ପାଲା ଗାୟକ ପିଲାମାନଙ୍କୁ ମିଳୁଥିବା ସୁବିଧା ପୋଷାକ, ମଧ୍ୟାହ୍ନ ଭୋଜନ, ପୁସ୍ତକ, ଭିନ୍ନକ୍ଷମ ପିଲାମାନଙ୍କ ସୁବିଧା ବାବଦରେ ସଂଗୀତରେ ପରିବେଷଣ କରିଥିଲେ।ବର୍ତ୍ତମାନ ବିଦ୍ୟାଳୟ ଛୁଟି ଥିବାରୁ ପ୍ରତି ପଞ୍ଚାୟତରେ ପାଲା ପରିବେଷଣ କରାଯାଉଛି l ପାଲା ବାଦ୍ୟ ଶୁଣି ପିଲା ଅଭିଭାବକ ମାନେ ରୁଣ୍ଡ ହେଉଛନ୍ତି lପିଲାମାନଙ୍କୁ ପାଲା ଦଳ ଉତ୍ସାହିତ କରିବା ସହ ସେମାନଙ୍କୁ ତାଙ୍କ ସହିତ ନାଚ କରି ବେଶ୍ ଆନନ୍ଦିତ ହେଉଛନ୍ତି। ଶିକ୍ଷା ସଚେତନତା କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଵାଵୁଲାଲ ସଚେତନତା କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହ ଉପସ୍ଥିତ ଅଭିଭାବକ, ଛାତ୍ର ଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ 

Related posts

ଏବିଭିପି କଳାହାଣ୍ଡି ର ସାମ୍ବାଦିକ ସମ୍ମିଳନୀ

masiha

ରାଇରଙ୍ଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

masiha

ବ୍ଲକ ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗୀତା 

masiha

Leave a Comment

error: Content is protected !!