ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥମୁନି ସ୍ୱାଧୀନ’ର ଟ୍ରେ ଚୋରି-ଡ଼ିଡ଼ିଏମ’ର ପରିଶ୍ରମ ବୃଥା

ଥମୁନି ସ୍ୱାଧୀନ’ର ଟ୍ରେ ଚୋରି-ଡ଼ିଡ଼ିଏମ’ର ପରିଶ୍ରମ ବୃଥା

ବଡ଼ବିଲ :-ରାଜ୍ୟର ଯୋଡ଼ା ଖଣି ବିଭାଗରେ ବହୁ ଚର୍ଚ୍ଚିତ ପ୍ରୟୋଗଶାଳାରେ ଟ୍ରେ ଚୋରି(ଲିକ)ଏବେ ଉପର ମୁହାଁ।ତେବେ ରାଜ୍ୟର ଖଣିବିଭାଗ ଅଧିନସ୍ଥ ଯୋଡ଼ା ପ୍ରୟୋଗଶାଳାରେ ଦୀର୍ଘଦିନ ଲାଗିରହିଥିବା ଟ୍ରେ ନମ୍ବର ଲିକ ଘଟଣା ସମଗ୍ର ରାଜ୍ୟ ନିମନ୍ତେ ଲଜ୍ୟା ଜନକ ପରିସ୍ଥିତି ଉପୁଜିଛି, ତଥାବି ଦାୟତ୍ୱରେ ଥିବା ଅଲାଜୁକ ଅଫିସର ଚୁପ ।ତେବେ ଘଟଣା ଯାହା ଦୀର୍ଘମାସ ଧରି,ଯୋଡ଼ା ଡ଼ିଡ଼ିସିଏ ବିଭାଗରେ ଲାଗିଥିବା ମୂଲ୍ୟବାନ ଅତ୍ୟାଧୁନିକ ରେଣ୍ଡାମାଇଜେସନ ମେସିନରେ,ପ୍ରୟୋଗଶାଳାର ଶ୍ରେଷ୍ଠ ହାଇ-ଟେକ ଚୋର ସ୍ୱାଧୀନ ଏବଂ ସ୍ୱାଧୀନର ଏକ କୁଚକ୍ରୀ’ଟିମ କାର୍ସାଦି କରି,ମେସିନରୁ କୌଶଳ କ୍ରମେ ଟ୍ରେ ନମ୍ବର କୌଣସି ରୂପେ ବାହାର କରିବା ବ୍ୟତୀତ ମେସିନ ବାରଗୋଟି ସ୍ଥାନର (ବକେଟ)ବ୍ୟବସ୍ଥା ଥିବା ସ୍ୱତ୍ୱେ, ବାରଗୋଟି ସ୍ଥାନରେ ଲୁହାପଥର ନମୁନାକୁ ନଢାଳି ଚାରି କିମ୍ବା ପାଞ୍ଚଗୋଟିରେ ଲୁହାପଥର ନମୁନାକୁ ଢାଳି ନମୁନା ସମସ୍ତ କେଉଁ ସବୁ କମ୍ପାନୀର ଚି଼ହ୍ନଟ କରି,ଉକ୍ତ ବିଭାଗର ଜଣିଏ ଉଦ୍ଧତ ମହିଳା କର୍ମଚାରୀ ଏବଂ ଅନୀତି ଉପାୟରେ ସୁଧ କାରବାର କରୁଥିବା ଓ ସରକାରଙ୍କୁ ଠକି ଫାର୍ମହାଉସ କିଣିଥିବା କର୍ମଚାରୀକୁ ନମ୍ବର ପ୍ରଦାନ ହେଉଥିବାର ବିଶ୍ଵସ୍ଥ ସୂତ୍ରରୁ ଜଣାପଡେ।ଯାହାଫଳରେ ଅସାଧୁ କମ୍ପାନୀଙ୍କ ଖଣିର ହାଏଗ୍ରେଡ଼ ଲୁହାପଥରର ମୋନମୁତାବକ ଲୋଗ୍ରେଡ଼ ରିପୋର୍ଟ ଦେବାରେ ସହଜ ହୋଇବା ବ୍ୟତୀତ ଖୋଦ ଚାନ୍ଦାଖିଆ ବଦମାସ ନାଟୁଆ ଡ଼ିଡ଼ିସିଏ ଦାସମାତ ସୋରେନ ଅନେକ ଲୁହାପଥର ନମୁନାରେ ମିଶ୍ରଣ କରେ।ଏପରିପକ୍ଷରେ ଟ୍ରେ ନମ୍ବର ଲିକ ଘଟଣାକୁ ନରୋକି, ବଟି ଖାଇ ଅଫିସର ରାଜଧାନୀରେ ବେସ ଆରାମ କରୁଥିବା ବେଳେ ଖଣି-ଉପନିର୍ଦ୍ଧେଶକଙ୍କ ଲକ୍ଷ୍ୟ ରାଜସ୍ୱ ବୃଦ୍ଧି କରିବାର ପରିଶ୍ରମ ସମ୍ପୂର୍ଣ୍ଣ ବୃଥା ତଥା ଆସାହ୍ୟ ପାଲଟିଛି ବୋଲି ବିଭାଗୀୟ ଆଲୋଚନାରୁ ଯାହା ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଜଳ କଷ୍ଟ  , ପମ୍ପ ଘର ଓ ପଞ୍ଚାୟତରେ ତାଲା ଠୁଙ୍କି ଧାରଣାରେ ବସିଲେ ମହିଳା

masiha

ସର୍ଗୀଗୁଡ଼ା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ 

masiha

ପୋଲିସ ର ସାଇବର କ୍ରାଇମ୍ ସଚେତନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!