ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ ସାଥି ମେଟ ଙ୍କ ଆଲଚନା ବୈଠିକ 

ଗାଁ ସାଥି ମେଟ ଙ୍କ ଆଲଚନା ବୈଠିକ 

ବନ୍ଧୁଗାଁ ତା, ୧୩/୧୨/୨୪, ଆଜି ବନ୍ଧୁଗାଁ ବ୍ଲକର ନିଲାବାଡ଼ି ପଞ୍ଚାୟତର ମା ଅଗ୍ନିଗଙ୍ଗାମା ମନ୍ଦିର ପ୍ରାଙ୍ଗଣ ଠାରେ ବ୍ଲକ ଗାଁ ସାଥି ମେଟ ଙ୍କ ବ୍ଲକ ସଭାପତିଙ୍କ ଆୟୋଜନ ଦ୍ୱାରା  ତେର ଗୋଟି ପଞ୍ଚାୟତର ସମସ୍ତ ଗ୍ରାମର ମେଟ ଙ୍କୁ ନେଇ ଏକ ସାଧାରଣ  ବୈଠକ ହୋଇଥିଲା I ଏଠାରେ ମୁଖ୍ୟତ ଗାଁ ସାଥି ମେଟ ମାନେ ପ୍ରାୟ ଗାଁ ରେ କାମ ଚାଲୁଅଛି କିନ୍ତୁ ମେଟଙ୍କ  ବିନା ଦରମା ବୁଦ୍ଧିରେ I ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ କିଛିଦିନ ପୂର୍ବେ ପଞ୍ଚାୟତ ରାଜସ୍ୱ ବିଭାଗର ମନ୍ତ୍ରୀଙ୍କୁ ଭେଟି ଗାଁ ସାଥି ମେଟ ମାନଙ୍କ ବିଷୟକୁ ନେଇ ଉପସ୍ଥାପନ କରିଥିଲେ I ଉକ୍ତ ବିଷୟକୁ ନେଇ  ମନ୍ତ୍ରୀ ରାଜ୍ୟ ଗାଁ ସାଥି ମେଟ ସଭାପତିଙ୍କୁ କହିଲେ କି ଓଡିଶାରେ ଯେତେ ମର ଭାଇ ଓ ଭଉଣୀ ଗାଁ ସାଥି ମେଟ ଏପଯନ୍ତ୍ୟ ୨୦୦୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସେମାନେ ବିନା ମୂଲ୍ୟରେ କାମକରୀ ତେଣୁକରି ଏହି ଗାଁ ସାଥି ମେଟଙ୍କ ଶିକ୍ଷାଗତା ଯୋଗ୍ୟତା ସହ ସମସ୍ତ ପ୍ରକାର ର କାଗଜ ସହ ନିଜ ନିଜର ପରିଚୟ ପତ୍ର ସହ ଏକ ପାସ ଫୋଟ ସହ ଦିୟନ୍ତୁ ଏହି ଗାଁ ସାଥି ମେଟ ମାନଙ୍କ ପାଇଁ କିଛି କରିବି ବୋଲି ରାଜ୍ୟ ସଭାପତିଙ୍କୁ କହିଥିଲେ I ଉକ୍ତ ବିଷୟକୁ ନେଇ ରାଜ୍ୟ ଗାଁ ସାଥି ମେଟ ସଭାପତି ସମସ୍ତ ଜିଲ୍ଲାର ଜିଲ୍ଲା ମେଟ ସଭାପତିଙ୍କୁ ଉକ୍ତ ବିଷୟରେ ଜଣାଇଥିବାରୁ ଜିଲ୍ଲା ସଭାପତି ସମସ୍ତ ବ୍ଲକ ସଭାପତି ଙ୍କୁ ଅବଗତ କୋରାଇଥିବାରୁ ଆଜି ବ୍ଲକ ଗାଁ ସାଥି ମେଟ ସଭାପତି ବ୍ଲକର ସମସ୍ତ ପଞ୍ଚାୟତ ଓ ଗାଁର ଗାଁ ସାଥି ମେଟ ଙ୍କୁ ଏକତ୍ରିତ କରାଇ ରାଜ୍ୟ ପଞ୍ଚାୟତ ମନ୍ତ୍ରୀ ରାଜ୍ୟ ଗାଁ ସାଥି ମେତଙ୍କୁ କହିଥିବା ବିଷୟକୁ ନେଇ ଆଜି ଅବଗତ କରେଇଥିଲେ I ଆଜିର ବୈଠକରେ ଜଣାଇଲେ କି ଆମ ବ୍ଲକର ଯେତେ ଗାଁ ସାଥି ମେଟ ଭାଇ ଓ ଭଉଣୀ ମାନେ ଅଛନ୍ତି ସମସ୍ତେ ନିଜ ନିଜର ଶିକ୍ଷାଗତା ଯୋଗ୍ୟତାର ସମସ୍ତ  କାଗଜ ପତ୍ର ୧୫ ତାରିଖ ସୁଧା ନିଜ ପଞ୍ଚାୟତର ସଭାପତିଙ୍କୁ ଦେଲେ ଆମେ ୧୬ ତାରିଖ ଦିନ ଭୁବନେଶ୍ୱର ଯାଇ ପଞ୍ଚାୟତ ରାଜ୍ୟ ମନ୍ତ୍ରୀଙ୍କୁ ଭେଟି ଏହି ଶିକ୍ଷାଗତ ପ୍ରମାଣ ପତ୍ର ଦେବାପାଇଁ ଧାର୍ଯ୍ୟ ହୋଇଅଛି ବୋଲି ଶ୍ରୀ ରାମସୋମି କହିଲେ I ଆଜିର ବୈଠକରେ ବନ୍ଧୁଗାଁ ବ୍ଲକର ଗାଁ ସାଥି ମେଟ ର ସାଧାରଣ ସମ୍ଫାଦକ ଆଜିର ବୈଠକର ଆୟୋଜନ କରିବା ସହ ବ୍ଲକର ସମସ୍ତ ଗାଁ ସାଥି ମେଟଙ୍କୁ ବାଇ ଡାଟା form ଦେବା  ପ୍ରମାଣ ପତ୍ର ଯଥା ଶୀଘ୍ର ଦେବା ପାଇଁ କହିଥିଲେ ଓ ଆଜିର ବୈଠକକୁ ସଭା ସାଙ୍ଗ କରିଥିଲେ I 

ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଯୁଗଯାତ୍ରୀ ସାହିତ୍ୟ ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ଓ ନୂତନ କର୍ମକର୍ତ୍ତା ମନୋନୟନ

masiha

ମୁକ୍ତି ଆନ୍ଦୋଳନ କ୍ଷେତ୍ରରେ କଳାକାରମାନଙ୍କ ସଂପୃକ୍ତି ଏକ ମହାର୍ହ ଅବଦାନ : ବରିଷ୍ଠ କଳାକାର ସଂଘ 

Sunil Chandra Nayak

ଅଘୋଷିତ ବିଦ୍ୟୁତକାଟ, ଓ ଗ୍ରାହକ ଶୋଷଣ ନୀତି ବିରୁଦ୍ଧରେ ଚନ୍ଦାହାଣ୍ଡି ବ୍ଲକ ଭାଜପା ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!