ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ୟାନ୍ସର ରୋଗରେ ମହିଳାଙ୍କ ମୃତ୍ୟୁ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାରବେସାଲ ଗ୍ରାମର ଘନ ଶ୍ୟାମ ପୁଝ।ରୀଙ୍କ ସହ ଧର୍ମିଣୀ ଲଛମଣି ପୁଝ।ରୀଙ୍କ ୫୬ ବର୍ଷ ବୟସରେ ସେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହୋଇ ଥିଲେ ।ଦୀର୍ଘ ବର୍ଷ ର ଅସୁସ୍ଥତ। ପରେ ସେ ଆଜି ନିଜ ବାସ ଭବନରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି କଟକ ସରକାରୀ ଡାକ୍ତରଖାନାରେ ଦୁଇ ଥର କ୍ୟାନ୍ସର ଅପରେସନ ହୋଇଥିଲା ଏବଂ ପରେ ସେ ବିଶାଖାପାଟଣା ଡାକ୍ତର ଖନାରେ ମଧ୍ୟ କ୍ୟାନ୍ସର ଅପରେସନ ହୋଇଥିଲା ପରେ ମଧ୍ୟ କିଛି କାମ ଦେଲା ନାହିଁ ।ତାଙ୍କ ମୃତ୍ୟୁ ଯୋଗୁ ପରିବାର ମର୍ମାହତ ।ଜଣେ ପୁଅ ,ଜଣେ ଝିଅ ଏବଂ ସ୍ୱାମୀକୁ ଝାଡ଼ି ଚାଲିଗଲେ ।ସେ ଜଣେ ସରଳ ଏବଂ ମେଳାପୀ ମହିଳା ଥିଲେ ।ସମସ୍ତଙ୍କ ସହିତ ତାଙ୍କର ମଧୁର ସମ୍ପର୍କ ରହିଥିଲା ।ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଗାଁରେ ଶୋକ।କୁଳ ପରିବେଶର ବାତାବରଣ ଦେଖିବାକୁ ମିଳିଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ପୂଜ୍ୟ ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା ନକରିବା ପାଇଁ ନିବେଦନ 

Sunil Chandra Nayak

ବନ୍ଧୁଗାଁ ବ୍ଲକର ମିଶନ ଶକ୍ତି ଋଣ ମେଳା

masiha

ଦେହୁରୀହତା-ଜରଡ଼ା ଜଳବିଭାଜିକା ରେ ଅନିୟମିତତା ସମ୍ବନ୍ଧେ ଉଭୟ ଗ୍ରାମର ଶତାଧିକ ଲୋକ ବିଧାୟକଙ୍କୁ ଦେଲେ ଅଭିଯୋଗ ପତ୍ର

Sunil Chandra Nayak

Leave a Comment

error: Content is protected !!