ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସସିବିସି ସର୍ଭେ ପାଇଁ ତାଲିମ

ଡାବୁଗାଁ, ୨୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏସସିବିସି ସର୍ଭେ ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି, ସିଡିପିଓ ଗୀତାଞ୍ଜଳି ମହାରଣା, ଏବିଡିଓ ପଦ୍ମନାଭ ତ୍ରିପାଠୀ ଓ କମ୍ପ୍ୟୁଟର ପୋଗ୍ରାମର ପ୍ରବୀଣ ପଟ୍ଟନାୟକ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ୪ ଜଣ ସୁପରଭାଇଜର ଧନଞ୍ଜୟ ବଡଜେନା, ହେମନ୍ତ କୁମାର ପଣ୍ଡା, ଗୁପ୍ତ ପ୍ରସାଦ ନାଗ ଓ ଶ୍ରୀକାନ୍ତ ପଣ୍ଡା ଙ୍କ ସମେତ ୩୯ ଜଣ ଏଣୁମୁନେଟର ମାନେ ତାଲିମ ନେଇଥିଲେ | ମେ ମାସ ୧ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏସସିବିସି ସର୍ଭେ କରାଯିବ | ଏଥିରେ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ସହଯୋଗ କରିଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନଦୀ କୂଳରୁ ଅଜଣା ଵୃଦ୍ଧା ଉଦ୍ଧାର

masiha

କଳାହାଣ୍ଡି ଜିଲ୍ଲା ସୈନିକ ବୋର୍ଡ ଠାରେ ଆଇନ ସହାୟତା କେନ୍ଦ୍ର ଉଦ୍‌ଘାଟିତ

Sunil Chandra Nayak

ଏନଏମଏମଏସ ପରୀକ୍ଷାରେ ଚଳନା ସ୍କୁଲ ର ୨ ଛାତ୍ରୀଙ୍କ ସଫଳତା 

Leave a Comment

error: Content is protected !!