ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠି ଶିକ୍ଷାଅଧିକାରୀଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା

ପାପଡାହାଣ୍ଡି,30/4, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷାଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀଙ୍କୁ ରବିବାର ଅବସର କାଳିନ ସମ୍ବର୍ଦ୍ଧନା ଦିଆଯାଥିଲା | କାର୍ଯ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏବିଇଓ ବାଲକଦାସ ରନ୍ଧାରି, ପୁର୍ଣ ଚନ୍ଦ୍ର ପୁଜାରି, ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଅବସର ଦିନରେ ପାଢ଼ୀଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ଗତ 16/06/21ରେ ସେ ପାପଡାହାଣ୍ଡି ଗୋଷ୍ଠି ଶିକ୍ଷାକାର୍ଯ୍ୟାଳୟରେ ଯୋଗଦେଇଥିଲେ | କାର୍ଯ୍ୟକାଳ ସମୟରେ ସେ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଛାତ୍ରୀ ଛାତ୍ର ମାନଙ୍କ ହୃଦୟ ଜିଣି ପାରିଥିଲେ | ଏହି ଅବସରରେ ଏକ ଭାବ ବିହୁଳ ପରିବେଶ ମଧ୍ୟରେ ପାଢ଼ୀଙ୍କୁ ସମ୍ବର୍ଦ୍ଧନା ନେଇଥିଲେ | ବ୍ଲକର ସମସ୍ତ ସିଆରସିସି, ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ କୁମ୍ଭାର ଉନ୍ନୟନ ପରିଷଦର ଶାରଦୀୟ ବଂଧୁ ମିଳନ ଓ ବୈଠକ

masiha

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ଦ୍ୱିତୀୟ ଦିବସ ରେ

Sunil Chandra Nayak

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ପରିଚାଳନାରେ ଚିକିତ୍ସାରେ ଅବ୍ୟବସ୍ଥା 

masiha

Leave a Comment

error: Content is protected !!