ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ସଂପୂର୍ଣ୍ଣ ମହାଭାରତ: ଚନ୍ଦନ ଯାତ୍ରା ନାଟକ ମଞ୍ଚସ୍ଥ 

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମାଁ ମାଣିକେଶ୍ଵରୀ ଯୁବକଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ସଂପୂର୍ଣ୍ଣ ମହାଭାରତ ଗୀତିନାଟ୍ୟର ଅଷ୍ଟମ ରଜନୀରେ ଚନ୍ଦନ ଯାତ୍ରା ନାଟକ ମଞ୍ଚସ୍ଥ ହୋଇଥିଲା l ମଞ୍ଚସ୍ଥ ଚନ୍ଦନ ଯାତ୍ରା ନାଟକରେ ବିରାଟ ଭୂମିକାରେ କ୍ଷେତ୍ରମଣି ରଣା, ସୁଦେଶ୍ନା- ରୋହିତ ରଣା, କୋନ୍ତ- ଲୋକେଶ ରଣା, କିଚକ- ପଦ୍ମଲୋଚନ ରଣା, ସୈରେନ୍ଦ୍ରି- ଅଶୋକ ବାରିକ, ଦୂତ- ଗଜିନ୍ଦ୍ର ରଣା, ସଖିଗଣ- ମୁନ୍ନା, ଗୁରୁବାରୁ, ଉଦିତ, ବଡ଼, ମୁକେଶ ଅଭିନୟ କରିଥିବା ବେଳେ ଦେବେନ୍ଦ୍ର ରଣା ପୁରାଣପଣ୍ଡା ଦାୟିତ୍ୱ ତୁଲାଇଥିଲେ l ଏଥିରେ ପୂଜକ ରୁଦ୍ରଦେବ ଦାସ, ଯଜ୍ଞକର୍ତ୍ତା ଶ୍ରୀରାମ ରଣା, ମ୍ୟାନେଜର ଡମ୍ବରୁ ରଣା, ଅନୁଷ୍ଠାନର ସଭାପତି ବିଶ୍ବମ୍ବର ଭୋଇ, ସମ୍ପାଦକ ରୋହିତ ରଣାଙ୍କ ନେତୃତ୍ବରେ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନୂଆପଡାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ ଅନୁଷ୍ଠିତ l ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

୩ମାସ ବଦଳ ରେ ୨ମାସ ଚାଉଳ ବଣ୍ଟନ ମାମଲା ରେ ଏମ୍ ଆଇ ଫସିବା ସହିତ, ପିଇଓ ଓ ଯୋଗାଣ ସହାୟକ ଙ୍କୁ ବି ଫସାଇଦେଲେ। ହିତାଧିକାରୀ ନିଜ ହକ ଚାଉଳ ପାଇବେ କେବେ?

Sunil Chandra Nayak

ବୃନ୍ଦାବାହାଲ ଠାରେ ଉଦଘାଟନ ଉତ୍ସବ ଓ ସ୍ୱାଗତ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!