ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରିଦିନ ହେଲା BSNL ସେବା ଠପ

ବନ୍ଧୁଗାଁ ତା,୪/୫/୨୩ // ବର୍ତ୍ତମାନ ଦେଶରେ 5G ଚାଲୁଥିବା ବେଳେ କୋରାପୁଟ ଜିଲ୍ଲାର ଅଧିକାଂଶ ବ୍ଲକର କିଛି ପଞ୍ଚାୟତର ଗ୍ରାମ ମାନଙ୍କରେ ଆଜି ପର୍ଯ୍ୟନ୍ତ 3G ସେବା ମିଳିବାରେ ବଞ୍ଚିତ ହୋଇଛନ୍ତି I ଏଥିରୁ ବାଦ ପଢିନାହିଁ ବନ୍ଧୁଗାଁ ବ୍ଲକର ସାଠିଏ ଶତକଡା ଗ୍ରାମରେ 2G ସେବା ପାଇବାରେ ବଞ୍ଚିତ ହୋଇଛନ୍ତି I ଏଥିରେ ବନ୍ଧୁଗାଁରେ ଲାଗିଥିବା ସରକାରୀ BSNL ସେବା ଗତ ଚାରିଦିନ ହବ ଯୋଗାଯୋଗ ସେବା ଅଚଳ ହୋଇଥିବାରୁ ବ୍ଲକର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ବିନା ନେଟରେ ମନରେଗା ଯୋଜନାର କାମ କରିବାର ବାଧା ଉପୁଜୁଛି I ଯାହା କି ହିତାଦିକାରିଙ୍କ ଖାତାରେ ଡିମାଇଣ୍ଡ ମାରିବା ପାଇଁ ନେଟ ନଥିବାରୁ ତାହା ହୋଇ ପାରୁନାହିଁ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାୟଗଡ଼ ବନାଞ୍ଚଳ ଦ୍ଵାରା ଜଙ୍ଗଲ ନିଆଁର ନିୟନ୍ତ୍ରଣ ଓ ପ୍ରତିକାର ପୂର୍ବ ଅଭ୍ୟାସ

masiha

ସରକାରୀ ଅଭ୍ୟାସ ଉଞ୍ଚ ବାଳିକା ବିଦ୍ୟାଳୟର ପୁରସ୍କାର ବିତରଣ ଉତ୍ସବ 

masiha

ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସରେ ପାଳନ କଲେ ଇଦୁଲଫିତର

Sunil Chandra Nayak

Leave a Comment

error: Content is protected !!